Only for Entertainment

ଜାହ୍ନବୀ କପୁରଙ୍କ ଏକ୍ସ ବୟଫ୍ରେଣ୍ଡ ଦେଖିଲେ ‘ଧଡକ’, ଦେଲେ ଏଭଳି ପ୍ରତିକ୍ରିୟା ।

amar ujala
0 53

ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ’ ୨୦ ଜୁଲାଇରେ ରିଲିଜ ହୋଇସାରିଛି । ଫିଲ୍ମରେ ଜହ୍ନବୀ ଏବଂ ଇଶାନଙ୍କ ଯୋଡିକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମର ସୁଟିଂ ସମୟରୁ ଦୁହିଁଙ୍କ ଅଫେୟର ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା । ଦୁହିଁଙ୍କୁ ଏନେକ ସମୟରେ ଏକା ସହିତ ସ୍ପଟ କରାଯାଇଥାଏ । କିନ୍ତୁ ଇଶାନଙ୍କ ପୂର୍ବରୁ ଜାହ୍ନବୀଙ୍କ ନାମ ଆଉ ଜଣଙ୍କ ସହିତ ଯୋଡା ଯାଇଥିଲା ।

janhvi-kapoor_

ଇଶାନଙ୍କ ପୂର୍ବରୁ ଶିଖର ପହାଡିଆଙ୍କୁ ଜାହ୍ନବୀ ଡେଟ କରୁଥିଲେ । ଶିଖର ପୂର୍ବ କେନ୍ଦ୍ର ମନ୍ତ୍ରୀ ସୁଶୀଲ ଶିନେ୍ଧଙ୍କ ନାତି ଅଟନ୍ତି । ଶିଖର ଏବଂ ଜାହ୍ନବୀଙ୍କ ଏକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଫଟୋରେ ଦୁହେଁ କିସ କରୁଥିବା ନଜର ଆସିଥିଲେ । କିନ୍ତୁ ପରେ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିଲା । କହାଯାଉଛି ଯେ ଶ୍ରୀଦେବୀଙ୍କ ପାଇଁ ଦାହ୍ନବୀ ଶିଖରଙ୍କ ଠାରୁ ଦୂରେଇ ଯାଇଥିଲେ ।

ନିକଟରେ ୟଶରାଜ ଷ୍ଟୁଡିଓରେ ଫିଲ୍ମ ଧଡକର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଶିଖର ପହାଡିଆ ମଧ୍ୟ ସେଠାରେ ଫିଲ୍ମ ଦେଖିବା ପାଇଁ ପହଁଚିଥିଲେ । ଫିଲ୍ମ ଦେଖିବା ପରେ ସେ ଇଂଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରୁ ପ୍ରମାଣିତ ହେଉଛି ଯେ ଜହ୍ନବୀଙ୍କ ଫିଲ୍ମ ତାଙ୍କୁ କେତେ ପସନ୍ଦ ଆସିଲା ।

janhvi-kapoor

ଶିଖର ସିନେମା ହଲ ଭିତରେ ଏକ ଫେଟୋ ନେଇଥିଲେ । ଫଟୋରେ ଫିଲ୍ମର ନାଁ ଲେଖାହୋଇଥିଲା । ଏହି ଫଟୋରେ ସେ ଅନେକ ହାର୍ଟ ଇମୋଜୀ ସହିତ ଜାହ୍ନବୀ କପୁରଙ୍କ ନାମ ଲେଖିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମ ୨ ଦନରେ ୧୯.୭୫ କୋଟି ବ୍ୟବସାୟ କରି ଭଲ ଓପନିଂ କରିଛି । ପୂର୍ବରୁ କୈଣସି ନ୍ୟୁକମରଙ୍କ ଫିଲ୍ମ ଏଭଳି ସଫଳତା ପାଇ ନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More