Only for Entertainment

ଜ୍ୟାକଲିନ ଏବଂ ଶିଳ୍ପା ଶେଟ୍ଟୀଙ୍କ ସହିତ ପାର୍ଟିରେ ନଜର ଆସିଲେ ଜାହ୍ନବୀ କପୁର, ଦେଖନ୍ତୁ ଫଟୋ

insta pic
0 36

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ ଖୁବ ଶୀଘ୍ର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ଡେବ୍ୟୁ ଫିଲ୍ମ ‘ଧଡକ’ର ଟ୍ରେଲର ସୋମବାର ଅର୍ଥାତ ୧୧ ଜୁନରେ ରିଲିଜ ହେବ । ନିଜର ପ୍ରଥମ ଫିଲ୍ମ ‘ଧଡକ’କୁ ନେଇ ଚର୍ଚ୍ଚାରେ ରହିଥିବା ଜାହ୍ନବୀଙ୍କୁ ଶନିବାର ରାତିରେ ବଲିଉଡ ଷ୍ଟାଙ୍କ ସହିତ ପାର୍ଟିରେ ଦେଖିବାକୁ ମିଳିଥିଲା ।

ଜାହ୍ନବୀ ଯୋଗ ଦେଇଥିବା ଏହି ପାର୍ଟିକୁ ତାଙ୍କର ବହୁ ଘନିଷ୍ଠ ଏବଂ ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରା ହୋଷ୍ଟ କରିଥିଲେ । ପାର୍ଟିରେ ଜାହ୍ନବୀଙ୍କ ବ୍ୟତିତ ଜ୍ୟାକଲିନ ଫର୍ଣ୍ଣାଡିଜ, ଶିଳ୍ପା ଶେଟ୍ଟୀ ଏବଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
ଦେଖନ୍ତୁ ପାର୍ଟିର କିଛି ଫଟୋ ଏବଂ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More