Only for Entertainment

ଅଲ ହ୍ୱାଇଟ ଲୁକରେ ଜାହ୍ନବୀଙ୍କ ଜବରଦସ୍ତ ଅନ୍ଦାଜ, ଜିମ ବାହାରେ ନଜର ଆସିଲା ହଟ ଅନ୍ଦାଜ !

71

ବଲିଉଡ ଫିଲ୍ମ ‘ଧଡକ’ରେ ଡେବ୍ୟୁ କରିଥିବା ଜାହ୍ନବୀ କପୂର କିଛି ଦିନ ହେବ ଜିମରେ ଖୁବ ପରିଶ୍ରମ କରୁଛନ୍ତି । ଜାହ୍ନବୀ ଆସିବା ଦିନଠାରୁ ତାଙ୍କ ଷ୍ଟାଇଲ ପାଇଁ ଚାରିଆଡେ ଚର୍ଚ୍ଚାରେ ରହିଥାଆନ୍ତି । ୨୨ବର୍ଷର ଅଭିନେତ୍ରୀ ଫିଟନେସକୁ ନେଇ ସବୁବେଳେ ନିଜକୁ ପ୍ରସ୍ତୁତ ରଖନ୍ତି । ଅନେକ ସମୟରେ ଜିମ ଆଉଟଫିଟରେ ସ୍ପଟ ହୁଅନ୍ତି ଜାହ୍ନବୀ ।

ନିକଟରେ ସେ ଜିମ ବାହାରେ ସ୍ପଟ ହୋଇଛନ୍ତି । ସେ ଧଳା ଶର୍ଟ ଏବଂ ଧଳା କ୍ରପ ଟପ ପିନ୍ଧିଥିଲେ । ସବୁବେଳ ଭଳି ସେ ଖୁବ ହଟ ଏବଂ ସୁନ୍ଦର ନଜର ଆସିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଜାହ୍ନବୀ କିଛିଦିନ ହେବ କାରଗିଲ ଗର୍ଲ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଗୁଂଜନ ସକସେନାଙ୍କ ବାୟୋପିକ ଅଟେ । ଏହାବ୍ୟତୀତ କରଣ ଜୋହରଙ୍କ ଫିଲ୍ମ ତକ୍ଷ୍ତରେ ମଧ୍ୟ ନଜର ଆସିବେ । ଧଡକ ହିଟ ହେବା ପରେ ଜାହ୍ନବୀ କପୁରଙ୍କ ହାତରେ ଅନେକ ଫିଲ୍ମର ଅଫର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More