Only for Entertainment

ଅନୁପ ଜଲୋଟାକୁ ପୋଲ କରି ଜସଲିନ ଭାରତୀ କଲେ ପୋଲ ଡ୍ୟାନ୍ସ ।

aajtak
55

ଆଜି ବିଗବସ ଘରେ ଖୁବ ଧମାଲ ହେବାର ଅଛି । ସଲମାନଙ୍କ ପ୍ରବେଶ ସହିତ ଶୋ’ରେ ଭାରତୀଙ୍କର ମଧ୍ୟ ପ୍ରବେଶ ହେବାର ଅଛି । ଘରେ ଭାରତୀଙ୍କର ପ୍ରବେଶ ହେବା ମାତ୍ରେ ଘରର ମାହୋଲ ପରିବର୍ତ୍ତନ ହେବାର ନଜର ଆସିବ । ସବୁଠାରୁ ଖାସ କଥା ହେଉଛି ବିଗ ବସ ଘରେ ଅନୁପ ଜଲୋଟାଙ୍କୁ ପୋଲ କରି ଜସଲିନ ଏବଂ ଭାରତୀ ପୋଲ ଡ୍ୟାନ୍ସ କରୁଥିବାର ନଜର ଆସିବେ ।

ଅନୁପ ଷ୍ଟାଚ୍ୟୁ ହୋଇ ରହିବେ ଏବଂ ଜସଲିନ ଡ୍ୟାନ୍ସ କରିବେ । ସବୁଠାରୁ ମଜାଦାର କଥା ହେଉଛି ଭାରତୀଙ୍କର ଅନୁପଙ୍କୁ ଧରି ପୋଲ ଡ୍ୟାନ୍ସ କରିବା । ଯାହାକୁ ଦେଖି ଘରର ସଦସ୍ୟ ମାନେ ହସକୁ ରୋକିପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More