Only for Entertainment

ଏ.ଆର.ରେହମନଙ୍କ ନୂଆ ଭେଟି ‘ଜୟ ହିନ୍ଦ ଇଣ୍ଡିଆ’ ।

youtube
21

ଭାରତୀୟ ହକି ଦଳ ଉଦ୍ଦେଶ୍ୟରେ ମ୍ୟୁଜିତ୍ ମାଏଷ୍ଟ୍ରୋ ଏ.ଆର୍ ରେହମାନ୍ ଭେଟିଦେଇଛନ୍ତି ଏକ ପ୍ରଭାବଶାଳୀ ଗୀତ ‘ଜୟ ହିନ୍ଦ ଇଣ୍ଡିଆ’ । ଗୀତଟିକୁ ଗାଇଛନ୍ତି ନିଜେ ରହମାନ୍ ନକୁଲ୍ ଅବ୍ୟଙ୍କର୍ ଓ ମ୍ୟାକ୍ ହମ୍ । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଏଆର୍ ରେହମାନ୍ ଓ ଏହାକୁ ଲେଖିଛନ୍ତି ଗୀତିକାର ଗୁଲଜାର୍ । ଗୀତ ଦୃଶ୍ୟାୟନରେ ରେହମାନ୍ଙ୍କ ସହ ନଜର ଆସିଛନ୍ତି କିଙ୍ଗ୍ ଖାନ୍ ଶାହରୁଖ୍ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More