Only for Entertainment

ଅମିତାଭଙ୍କ ସହିତ ଜୟାଙ୍କ ଫଟୋ ଦେଖି ଯାହା କମେଂଟ କଲେ ଫ୍ୟାନ୍ସ ଆପଣ ମଧ୍ୟ ପଢିବା ଉଚିତ ।

44

ବଲିଉଡ ଆକ୍ଟର ଅମିତାଭ ବଚ୍ଚନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଫଟୋରେ ବିଗ ବିଙ୍କ ସହିତ ତାଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ନଜର ଆସିଛନ୍ତି । ଫଟୋରେ ଜୟା ଅମିତାଭଙ୍କ କାନ୍ଧରେ ମୁଣ୍ଡ ରଖି ହାତ ଧରିଥିବାର ନଜର ଆସିଛି । ଫଟୋରେ ଏହି ଯୋଡ଼ିଙ୍କର ରୋମାଂଟିକ ଅନ୍ଦାଜ ନଜର ଆସିଛି । କିନ୍ତୁ ଏହି ଫଟୋକୁ ନେଇ ଜୟା ବଚ୍ଚନ ଟ୍ରୋଲ ହୋଇ ଯାଇଛନ୍ତି । କାରଣ ହେଉଛି ଫଟୋ ଉଠାଇବାକୁ ଜୟା ଆଦୌ ପସନ୍ଦ କରନ୍ତି ନାହିଁ । ନିଜ କ୍ରୋଧ କାରଣରୁ ଜୟା ବିଭିନ୍ନ ସମୟରେ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ କାରଣରୁ ତାଙ୍କୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଂଟ କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଶେଷରେ ଜୟା ଫଟୋ ଉଠାଇଲେ । କେବଳ ସେତିକି ନୁହେଁ ଅନ୍ୟ କେତେକ କମେଂଟର ମଧ୍ୟ ଶୀକାର ହୋଇଛନ୍ତି ଜୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More