Only for Entertainment

ଅସୁସ୍ଥ ହେଲେ ଓଡିଆ ଜଗତର ହାସ୍ୟ ଅଭିନେତା, ହସ୍ପିଟାଲରେ ହେଲେ ଭର୍ତ୍ତି !

HowOld
0 49

ହାସ୍ୟ ଅଭିନେତା ଜୟୀରାମ ସାମଲ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍‌ଘାତ ଜନିତ ସମସ୍ୟାକୁ ନେଇ ଅସ୍ତ୍ରୋପଚାର ହୋଇଛନ୍ତି ଜୟୀରାମ। ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ଦୀର୍ଘ ୪୫ ବର୍ଷ ଧରି ଓଲିଉଡ ସିନେପ୍ରେମୀଙ୍କୁ ନିଜ କମେଡି ମାଧ୍ୟମରେ ହସାଇ ବେଶ୍ ପ୍ରଶଂସା ସାଉଁଟିଛନ୍ତି ଜୟୀରାମ। କେବଳ କମେଡିଆନ୍ ଭୂମିକା ନୁହେଁ ବରଂ ଖଳ ଚରିତ୍ରରେ ନଜର ଆସିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More