Only for Entertainment

ଅଜବ ଫ୍ୟାଶନ, ଯାହା ଦେଖି ରୋକି ପାରିବେ ନାହିଁ ନିଜର ହସ !

36

ଚଳିତ ବର୍ଷ ୨୦୧୯ରେ ଅଜବ ଗଜବ ଟ୍ରେଣ୍ଡ ଦେଖିବାକୁ ମିଳିବ । ନିକଟରେ ଏକ ଏଭଳି ଜିନ୍ସ ଦେଖିବାକୁ ମିଳିଛି ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାର ମୂଲ୍ୟ ରହିଛି ୨୬ହଜାର । ଲୋକମାନେ ଏହି ଜିନ୍ସକୁ ଦେଖି ବୁଝି ପାରୁନଥିଲେ ଯେ ଏହା କଣ ? କିନ୍ତୁ କିଛି ସପ୍ତାହରେ ଏକ ଅଜବ ଜିନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ ।

 

View this post on Instagram

 

Double tap if you’d wear this outfit! ?⛓?⛓ @yvzux (? DZZ08354). #BOOHOObabes

A post shared by boohoo.com (@boohoo) on

ଆଜ୍ଞା ହଁ, ଏବେ ପର‌୍ୟ୍ୟନ୍ତ ଜିନ୍ସର ଷ୍ଟାଇଲ ବଦଳୁଥିଲା କେତେବେଳେ ଗୋଡକୁ ଲୁଚାଇବା ପାଇଁ କପଡା ରହୁନଥିଲା , କିନ୍ତୁ ଏଥର ଜିନ୍ସ ଓଲଟା ପିନ୍ଧିବା ଟ୍ରେଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

In case you missed the memo, reverse stitched jeans are now a thing! ??? @yvzux (? DZZ08354). #BOOHOObabes

A post shared by boohoo.com (@boohoo) on


ଲୋକମାନେ ଆଗରୁ ପ୍ୟାଂଟ କିମ୍ବା ସାର୍ଟ ଭୂଲରେ ପିନ୍ଧି ଦେଉଥିଲେ ଯାହା ଦେଖି ସମସ୍ତେ ହସୁଥିଲେ ମାତ୍ର ଏବେ ଏହା ଫ୍ୟାଶନ ହୋଇଛି । ଏବେ ଯଦି ଆପଣ ଆଖପାଖରେ ଓଲଟା ଜିନ୍ସ ଦେଖିବେ ତେବେ ଜାଣି ରଖନ୍ତୁ ଏହା ୨୦୧୯ର ଟ୍ରେଣ୍ଡ ଫ୍ୟାଶନ ବୋଲି ।

ଏଠାରେ ଆମେ କହି ରଖୁଛୁ ଯେ Boohoo ବ୍ରାଣ୍ଡର ଏହି ଜିନ୍ସ ୨୨ୟୁରୋ(୧,୭୮୨ଟଙ୍କା)ରେ ବିକ୍ରି ହେଉଛି , ଯାହା ସେଲରେ ୧୬ୟୁରୋ (୧୩୩୬ଟଙ୍କା)ରେ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More