Only for Entertainment

ଜେନିଫର ଏକ ସାକ୍ଷାତକାରରେ କରିଲେ ବଡ ଖୁଲାସା ! ଜାଣନ୍ତୁ ।

cosmopolitan
0 57

ପ୍ରସିଦ୍ଧ ଗାୟିକା ଜେନିଫର ଲୋପେଜ ହଲିଉଡରେ ତାଙ୍କ ସହ ହୋଇଥିବା ସେକ୍ସୁଆଲ ହାରାସମେଂଟ ସମ୍ପର୍କରେ ଏକ ବଡ ଖୁଲାସା କରିଛନ୍ତି । ଅଭିନେତ୍ରୀଙ୍କର ଏହି ଖୁଲାସା ପରେ ପୁଣି ଥରେ ହଲିଉଡ ପ୍ରଯୋଜକ ହାର୍ଭେ ବେଂସ୍ଟିନଙ୍କ ବିରୋଧରେ ହୋଇଥିବା ମାମଲାକୁ ଆହୁରି ଜଟିଳ କରିଦେଇଛି ।

ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଏକ ସାକ୍ଷାତକାରରେ ତାଙ୍କ କ୍ୟାରିୟର ଆରମ୍ଭରୁ ସାମ୍ନା କରିଥିବା ଖରାପ ଅନୁଭୂତିକୁ ସେୟାର କରିଥିଲେ । ହାର୍ପର୍ସ ବାଜାର ମଗାଜିନ ପାଇଁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଏହି ଇ୍ଂଣ୍ଡଷ୍ଟ୍ରିରେ ଯାହା ପାଖରେ ଶକ୍ତି ଅଛି ସେ ସାମ୍ନା ଲୋକର ଫାଇଦା ଉଠାଇବାକୁ ଚେଷ୍ଟା କରିଥାଏ ।

ଜେନିଫର ତାଙ୍କ ଆରମ୍ଭ ଦିନକୁ ମନେ ପକାଇ କହିଛନ୍ତି ଯେ, ଯେବେ ସେ ତାଙ୍କ ପଅଥମ ଫିଲ୍ମ ପାଇଁ ନିର୍ଦ୍ଧେଶକଙ୍କୁ ସାକ୍ଷାତ କରିଥିଲେ ନିର୍ଦ୍ଧେଶକ ତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିବା ଲାଗି କହିଥିଲେ ।

ଏହା ଜେନିଫରଙ୍କ ପାଇଁ ଭୟଙ୍କର ଅନୁଭୂତି ଥିଲା, ଯାହାକି ତାଙ୍କ ସହ ପ୍ରଥମ ଥର ଲାଗି ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More