Only for Entertainment

ବହୁ ଦିନ ପରେ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋସୁଟରେ ନଜର ଆସିଲେ ଜେନିଫର ୱିଙ୍ଗେଟ ।

bollywood tadka
38

ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଏବେ ପରଦାରୁ ଦୂରରେ ଅଛନ୍ତି । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ନିକଟରେ ଜେନିଫର ଫଟୋସୁଟ କରିଛନ୍ତି । ଫଟୋରେ ଜେନିଫର ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହି ଫଟୋକୁ ଜେନିଫର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

ଫଟୋରେ ଜେନିଫର ଗଛକୁ ଧରିଥିବାର ନଜର ଆସିଛନ୍ତି । ଯଦି ଲୁକ କଥା ଆଲୋଚନା କରିବା ତେବେ ଜେନିଫର ଖୁବ ସିମ୍ପଲ ଲୁକରେ ନଜର ଆସିଛନ୍ତି ।

କହିରଖୁଛୁଯେ ଜେନିଫର ସାକା ଲାକା ବୁମ ବୁମ, କସୌଟି ଜିନ୍ଦେଗୀ କେ, ଦିଲ ମିଲ ଗୟେ, ସଙ୍ଗମ ଏବଂ ସରସ୍ୱତୀଚନ୍ଦ୍ର, ବେହଦ ଓ ବେପନହା ଭଳି ଧାରାବାହିକରେ ନଜର ଆସିଥିଲେ । ଏବେ ଶୁଣିବାକୁ ମିଳୁଛିଯେ ବେହଦ ଟୁରେ ପରଦାକୁ ଫେରିବେ ଜେନିଫର । କିନ୍ତୁ ତାଙ୍କ ସହିତ କୁଶାଲ ଟଣ୍ଡନ ନଜର ଆସିବେ ନାହିଁ । ଅବଶ୍ୟ ଏବେ କିଛି କନଫର୍ମ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More