Only for Entertainment

ରାତି ଅଧରେ ଅର୍ଜୁନ କପୂରଙ୍କୁ ଦେଖା କରିବାକୁ ଖାଲି ପାଦରେ ବୋନି କପୂରଙ୍କ ସହ ପହଂଚିଲେ ଜାହ୍ନବୀ !

amarujala
0 76

ଜାହ୍ନବୀ କପୂର ଏବଂ ବୋନୀ କପୂର କିଛି ଦିନ ପୂର୍ବେ ଜୁହୁରେ ଥିବା ଅର୍ଜୁନ କପୂର ଘର ଆଗରେ ସ୍ପଟ ହୋଇଥିଲେ । ଫଟୋରେ ଦୁହେଁ ଖୁବ ଖୁସି ଥିବା ନଜର ଆସିଥିଲେ ।

ଗୋଟେ ପଟେ ବୋନି କପୂର ଫୋନରେ ଗପୁଥିବା ନଜର ଆସିଥିଲେ ଏବଂ ଅନ୍ୟ ପଟେ ଜାହ୍ୱବୀଙ୍କ ହସ ହସ ମୁହଁ ନଜର ଆସିଥିଲା ।

ଏହି ଫଟୋରେ ଜାହ୍ନବୀ ବିନା ମେକଅପରେ ନଜର ଆସିଥିଲେ ଏବଂ କଳାରଂଗର ଟପ ସହ ସର୍ଟ୍ସରେ ନଜର ଆସିଥିଲେ । ସବୁଠାରୁ ମଜାଦାର କଥା ହେଉଛି ଜାହ୍ନବୀ ଖାଲି ପାଦରେ ନଜର ଆସିଥିଲେ ।

ଏହି ଫଟୋରେ ବାପା ଏବଂ ଝିଅଙ୍କ ବଣ୍ଡିଂ ପରିଷ୍କାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More