Only for Entertainment

ଖଣ୍ଡାରେ କେକ କାଟି ବନାରସରେ ଜନ୍ମଦିନ ପାଳନ କଲେ ଜାହ୍ନବୀ ।

bollywood tadka
29

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଙ୍ଗଳବାରକୁ ତାଙ୍କର ୨୨ ତମ ଜନ୍ମଦିନ ପାଳନ କରିଛନ୍ତି ।
ଜନ୍ମଦିନର ଠିକ ପୂର୍ବରୁ ବାରଣାସୀର ବିଶ୍ୱନାଥ ମନ୍ଦିରରେ ପହଂଚିଥିଲେ । ଯେଉଁଠାରେ ସେ ପୂଜା ପରେ ବାବାଙ୍କର ମହା ଆଳତୀ କଲେ ।

ରାତିରେ ସେ ତାଙ୍କ ବାପା ବୋନି କପୁର ଏବଂ ଭଉଣୀ ଖୁସି କପୁରଙ୍କ ସହିତ ଖଣ୍ଡାରେ କେକ କାଟି ଜନ୍ମଦିନ ପାଳନ କଲେ ।

ସେ ତାଙ୍କ ଜନ୍ମଦିନ କେକ ବାରଣାସୀର ତାଜ ନଦେସର ପ୍ୟାଲେସରେ କାଟିଲେ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଜାହ୍ନବୀ ଖୁବଶୀଘ୍ର ଗୁଂଜନ ସକସେନାଙ୍କ ବାୟୋପିକ ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More