Only for Entertainment

ନ୍ୟାସନାଲ ଆୱାର୍ଡ ସମାରୋହରେ ଜାହ୍ନବୀଙ୍କ ରୂପରେ ଦେଖିବାକୁ ମିଳିଲା ଶ୍ରୀଦେବୀଙ୍କ ଝଲକ, ମା’ଙ୍କ ସାଢୀରେ ଆସିଲେ ନଜର

India Today
0 43

ଗୁରୁବାର ଦିନ ଦିଲ୍ଲୀର ବିଜ୍ଞାନ ଭବନରେ ୬୫ ତମ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । ଏହି ସମାରୋହରେ ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ ମମ’ ପାଇଁ ତାଙ୍କୁ ଶେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଆୱାର୍ଡକୁ ବୋନି କପୁର ଦୁଇ ଝିଅ ଜାହ୍ନବୀ ଏବଂ ଖୁସୀଙ୍କ ସହିତ ଗ୍ରହଣ କରିଥିଲେ ।

jahanvi

ଏହି ସମାରୋହରେ ଜାହ୍ନବୀଙ୍କୁ କାଞ୍ଜୀବରମ ସାଢୀରେ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ଏହା ଶ୍ରୀଦେବୀଙ୍କ ୬ ବର୍ଷ ପୁରୁଣା ସାଢୀ । ଏହି ସାଢୀକୁ ଶ୍ରୀଦେବୀ ଜୁନ ୨୦୧୨ରେ ସାଉଥ ସୁପରଷ୍ଟାର ରାମଚରଣଙ୍କ ବିବାହରେ ପିନ୍ଧିଥିଲେ । ହାଇଦ୍ରାବାଦରେ ହୋଇଥିବା ଏହି ବିବାହରେ ଶ୍ରୀଦେବୀ ପତି ବୋନି କପୁରଙ୍କ ସହିତ ପହଁଚିଥିଲେ ।

jahanvi1

କହିରଥୁଛୁ ଯେ ୨୪ ଫେବୃୟାରୀ ୨୦୧୮ରେ ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡି ମୃତ୍ୟୁ ହୋଇଥିଲା । ଏହା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା ।

jahanvi2

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More