Only for Entertainment

ତାମିଲ ଫିଲ୍ମ ‘ଗରିଲ୍ଲା’ ଟ୍ରେଲର ମଚାଇଲା ଧମାଲ , ୨୪ଘଂଟା ମଧ୍ୟ ଅନେକ ଦେଖାଗଲା !

zeenews
0 44

ସିନେମା ଘରେ ଧମାଲ ମଚାଇବା ପୂର୍ବରୁ ହିଁ ଆଡଭେଂଚର ତାମିଲ ଫିଲ୍ମ ‘ଗୋରିଲା’ର ଟିଜର ଇଂଟରନେଟରେ ଧୁମ ମଚାଇଛି । କିଛି ଘଂଟା ମଧ୍ୟରେ ଏହି ଟିଜର ମିଲିୟନରୁ ଉଦ୍ଧ୍ୱର୍ଥର ଦେଖାଯାଇସାରିଲାଣି । ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମରେ ଚଳିତ ବର୍ଷ ଶେଷରେ ବଡ ପରଦାରେ ରିଲିଜ ହୋଇପାରେ ବୋଲି ଆଶା କରାଯାଉଛି ।

ଏଥିରେ ତାମିଲ ସୁପରଷ୍ଟାର ଅର୍ଜୁନ ରେଡ୍ଡି ଫେମ ସାଲିନୀ ପାଣ୍ଡେ ଅଭିନେତା ଜିବାଙ୍କ ବିପକ୍ଷରେ ନଜର ଆସିବେ । ସେହିଭଳି ସତୀଶ ଏବଂ ୟୋଗୀ ବାବୁ କମେଡିଆନ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More