Only for Entertainment

ଦୀପିକା ରଣବୀରଙ୍କ ରିସେପସନରେ ମୁହଁ ଶୁଖାଇଲେ ଅମ୍ବାନୀ, ଭିଡିଓ ଭାଇରାଲ !

Economictimes
36

ରଣବୀର ସିଂ ଏବଂ ଦୀପିକା ପାଦୁକୋଣ କିଛି ଦିନ ପୂର୍ବେ ଇଟାଲୀରେ ବିବାହ ବନ୍ଧନର ବାନ୍ଧିହୋଇଥିଲେ । ଯେତେବେଳେ ସେ ବିବାହ ସାରି ଭାରତକୁ ଫେରିଥିଲେ ଉପସ୍ଥିତ ଫଟୋଗ୍ରାଫର ତାଙ୍କୁ ଭାବୀ ଭାବୀ ବୋଲି ଡାକିଥିଲେ । ଭାରତ ଫେରି ଏହି ଯୋଡି ୩ଟି ରିସେପସନ ପାର୍ଟି ଦେଇଛନ୍ତି । ଏଥିରୁ ଗୋଟେ ପାର୍ଟି ବାଙ୍ଗାଲୁରୁ ଏବଂ ଅନ୍ୟ ଦୁଇ ପାର୍ଟି ମୁମ୍ବାଇରେ ଦେଇଥିଲେ ।

ଯାହା ଶୁଣି ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଆମ୍ବାନୀ ଙ୍କ ମୁହଁ ଶୁଖି ଯାଇଥିଲା ଏବଂ ତାଙ୍କୁ ଖରାପ ମଧ୍ୟ ଲାଗିଥିଲା ।

 

View this post on Instagram

 

#ambani family at #deepikapadukone #ranveersingh #weddingreception #deepveerkishaadi ❤️❤️❤️ @viralbhayani

A post shared by Viral Bhayani (@viralbhayani) on


ରିଲାଏନ୍ସ ଜିଓ କମ୍ ମୂଲ୍ୟରେ ୪-ଜି ଇଣ୍ଟରନେଟ ସେବା ପ୍ରଦାନ କରୁଥିବା ବେଳେ ପୂର୍ବଭଳି ଏହାର ସେବା କମିଛି। ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ କମିଛି। ତେଣୁ ମଉକା ପାଇ ଫଟୋଗ୍ରାଫର ଜଣକ ସମସ୍ୟା ସମ୍ପର୍କରେ କହିଥିଲେ। ତେବେ ସିଧାସଳଖ ଜିଓର ପ୍ରତିଷ୍ଠାତା ମୁକେଶଙ୍କ ସମ୍ମୁଖରେ ଫଟୋଗ୍ରାଫର ଜଣକ ଏମିତି କହି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More