Only for Entertainment

ପତ୍ନୀ ସହିତ ଲଂଚ ଡେଟରେ ସ୍ପଟ ହେଲେ ଜନ, ରେଷ୍ଟୁରାଂଟ ବାହାରେ ମିଡିଆ କ୍ୟାମେରାକୁ ଦେଖି ଅଲଗା ହେଲେ ପତି ପତ୍ନୀ ।

bollywood tadka
36

ବଲିଉଡ ଆକ୍ଟର ଜନ ଆବ୍ରାହିମ ତାଙ୍କ ବ୍ୟକ୍ତିଗତ ଜୀବନକୁ ମିଡିଆ ଠାରୁ ଦୂରରେ ରଖନ୍ତି । ଜନଙ୍କ ଭଳି ତାଙ୍କ ପତି ପ୍ରିୟା ରୁଂଚଲ ମଧ୍ୟ ଲାଇମ ଲାଇଟ ଠାରୁ ଦୂରରେ ରହିଥାନ୍ତି । ନିକଟରେ ଜନ ପତ୍ନୀ ପ୍ରିୟାଙ୍କ ସହିତ ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଏକ ରେଷ୍ଟୁରାଂଟ ବାହାରେ ସ୍ପଟ ହୋଇଛନ୍ତି । ଏହି ମଧ୍ୟରେ ପ୍ରିୟା ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । ଖବର ଅନୁସାରେ ଦୁଇ ଜଣ କ୍ୟାମେରାକୁ ଦେଖି ଅଲଗା ହୋଇଗଲେ । ମିଡିଆ କ୍ୟାମେରାରେ ପ୍ରିୟାଙ୍କ ଫଟୋ କ୍ଲିକ କରିବାକୁ ଚେଷ୍ଟା କରିବା ମାତ୍ରେ ସେ ସେଠାରୁ ଚାଲିଗଲେ । ଅବଶ୍ୟ ଜନ ହସି ହସି ପୋଜ ଦେଇ ଗାଡ଼ି ପାଖକୁ ଚାଲିଗଲେ । ପ୍ରିୟା ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟକୁ ମଧ୍ୟ ବ୍ୟକ୍ତିଗତ ରଖିଥାନ୍ତି ।

କହିରଖୁଛୁଯେ କିଛଇ ଦିନ ପୂର୍ବରୁ ଦୁଇଜଣ ଅଲଗା ହେବେ ବୋଲି ଖବର ଶୁଶିବାକୁ ମିଳିଥିଲା, କିନ୍ତୁ ତାହା ଥିଲା ଉଡ଼ା ଖବର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More