Only for Entertainment

ରିଲିଜ ହେଲା ଜନ ଙ୍କ ଅପକମିଙ୍ଗ ଫିଲ୍ମ ର’ର ଟିଜର !

37

ବଲିଉଡ ଅଭିନେତା ଜନ ଅବ୍ରହାମ କିଛିଦିନ ହେବ ନିଜ ଫିଲ୍ମ ‘ର: ରୋମିଓ ଆକବର ୱଲଟର’ ସୁଟିଂ ରେ ଵ୍ୟସ୍ତ ଅଛନ୍ତି । ଗଣତନ୍ତ୍ର ଦିବସରେ ଜନ ନିଜ ଫ୍ୟାନ୍ସମାନଙ୍କୁ ଉପହାର ଦେଇଛନ୍ତି  । ଅସଲରେ ଜନ ନିଜ ଆଗାମୀ ଫିଲ୍ମର ଟିଜର ରିଲିଜ କରିଛନ୍ତି । ଫିଲ୍ମରେ ସେ ଏକ ଭାରତୀୟ ଗୁଇନ୍ଦା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି  । ଫିଲ୍ମ ଟିଜର ଭିଡ଼ିଓ ରେ ଆପଣଙ୍କୁ ଜନଙ୍କ ଅନେକ ଲୁକ ଦେଖିବାକୁ ମିଳିବ ।

ସେ ପୁଲିସଙ୍କ ଠାରୁ ଆରମ୍ଭ କରି ମୁସଲମାନ ବ୍ୟକ୍ତି ଏବଂ ଏହା ବ୍ୟତୀତ ଆହୁରି ଅନେକ ଲୁକ ଦେଖିବାକୁ ମିଳିଛି । ରିଲିଜ ହେଉ ହେଉ ଏହା ଭାଇରାଲ ହେବାରେ ଲାଗିଛି ।

କିଛିଦିନ ତଳେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା ଏବଂ ଏବେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ରାବି ଗ୍ରୋବର ଫିଲ୍ମଟି ଲେଖିଛନ୍ତି ଏବଂ ପ୍ରଯୋଜନା ମଧ୍ୟ କରିଛନ୍ତି । ଚଳିତ ବର୍ଷ ୨୨ଅପ୍ରେଲରେ ଏହି ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More