Only for Entertainment

ରିଲିଜ ହେଲା ଫିଲ୍ମ ‘ଜଙ୍ଗଲୀ’ର ଟ୍ରେଲର । ବିଦ୍ୟୁତ ଜାମବାଲଙ୍କ ଆକ୍ସନ ଦେଖିଲେ.. ।

bollywood tadka
22

ବଲିଉଡ ଆକ୍ଟର ବିଦ୍ୟୁତ ଜାମବାଲଙ୍କ ଅପକମିଂ ଫିଲ୍ମ ‘ଜଙ୍ଗଲୀ’ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଟ୍ରେଲର ଜଙ୍ଗଲର ପରିବେଶ ଓ ପରିସ୍ଥିତିକୁ ଦର୍ଶାଇବ । ଟ୍ରେଲରରେ ବିଦ୍ୟୁତ ଏଭଳି ଜଣେ ଆଧୁନିକ ଯୋଦ୍ଧା ଚରିତ୍ରରେ ନଜର ଆସିଛନ୍ତି ଯିଏ ଜଙ୍ଗଲ ଶିକାରୀଙ୍କ କବଳରୁ ଜଙ୍ଗଲୀ ହାତୀକୁ ରକ୍ଷା କରୁଛନ୍ତି ।

ଟ୍ରେଲରରେ ଉଭୟ ଇମୋଶନ ଏବଂ ଆକ୍ସନ ନଜର ଆସିଛି । ବିଦ୍ୟୁତ କୌଣସି ମଧ୍ୟ ପରିସ୍ଥିତିରେ ତାଙ୍କ ପିଲା ଦିନର ବନ୍ଧୁ ହାତୀ ଭୋଲାକୁ ରକ୍ଷା କରିଛନ୍ତି । ଯେଉଁ ହାତୀର ଲମ୍ବା ଦାନ୍ତ ପାଇଁ ଶିକାରୀ ତାଙ୍କୁ ମାରିବାକୁ ଚାହୁଁଥିବ ।

ଫିଲ୍ମ ୫ ଅପ୍ରେଲ ୨୦୧୯ରେ ସିନେମାଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More