Only for Entertainment

ଜାଣନ୍ତୁ କବୀର ସିଂ ଫିଲ୍ମର ପ୍ରଥମ ଦିନରେ କେତେ ହୋଇଛି ବ୍ୟବସାୟ !

25

ସାହିଦ କପୂରଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘କବୀର ସିଂ’ ଜୁନ ରେ ରିଲିଜ ହୋଇଛି । ଅନେକ ଚର୍ଚ୍ଚା ଓ ଆଲୋଚନା ପରେ ପରଦାକୁ ଆସିଛି ଚଳଚ୍ଚିତ୍ର ‘କବିର୍ ସିଂହ’ । ଫିଲ୍ମରେ ମୁଖ୍ୟ ଭୂମିକାରେ ସାହିଦ୍ କପୁର୍ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିଛି । ସିନେମାଟି ସୁପରହିଟ୍ ତେଲୁଗୁ ମୁଭି ‘ଅର୍ଜୁନ୍ ରେଡ୍ଡି’ର ହିନ୍ଦୀ ରିମେକ୍ । ପୂର୍ବରୁ ଫିଲ୍ମର ଟ୍ରେଲର୍ ଓ ଗୀତ ଗୁଡିକୁ ବେଶ ପସନ୍ଦ କରାଯାଇଥିବାବେଳେ, ଏବେ ସିନେମାଟି ଉପରେ ରହିଛି ସଭିଁଙ୍କ ନଜର ।

ସିନେମାଟି ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ବ୍ଲକ୍ବଷ୍ଟର୍ ଫିଲ୍ମ ‘ଅର୍ଜୁନ୍ ରେଡ୍ଡି’ର ହିନ୍ଦୀ ରିମେକ୍ । ଏହି ସିନେମାରେ ଅଭିନେତା ସାହିଦ୍ କପୁରଙ୍କୁ ଆଗ୍ରେସିଭ୍ – ସଙ୍କି ଆଶିକ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ସାହିଦଙ୍କ ଆଗ୍ରେସିଭ୍ ଅନ୍ଦାଜ୍ ଦେଖିବାକୁ ମିଳିଛି । ସିନେମାରେ ତାଙ୍କ ଚରିତ୍ରର ନାମ କବିର୍ ସିଂ ରହିଛି । ନିଜ ପ୍ରେମିକା ପାଇଁ କିଭଳି କବିର ଅତ୍ୟଧିକ ନିଶା କରେ ଓ ପାଗଳ ଭଳି ବ୍ୟବହାର କରେ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ସାହିଦଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ କିଆରା ଅଡଭାନୀଙ୍କୁ ଦେଖିବାକୁ ମିଳିଛି ।

ପରଦାରେ ପ୍ରଥମ ଥର ପାଇଁ ସାହିଦ୍ – କିଆରାଙ୍କ ରୋମାନ୍ସ ସ୍ଥାନ ପାଇଛି । ଏହି ରିମେକ୍ ଭର୍ସନ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡି ଭାଙ୍ଗା । ଯିଏ କି ତେଲୁଗୁ ଭର୍ସନ୍ ସିନେମା ଅର୍ଜୁନ୍ ରେଡ୍ଡିର ନିର୍ଦ୍ଦେଶନା ବି ଦେଇଥିଲେ । ଫିଲ୍ମରେ ସାହିଦ୍, କିଆରାଙ୍କ ବ୍ୟତୀତ ଅର୍ଜନ୍ ବବେଜା, ସୁରେଶ ଓବରୟ, କାମିନି କୌଶଲ୍, ଅଦିଲ୍ ହୁସୈନ୍, ନିକିତା ଦତା ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିିିଳିଛି କବିରି ସିଂରେ ।

ବକ୍ସଅଫିସ ଇଣ୍ଡିଆ ଡଟ କମ ରିପୋର୍ଟ ମୁତାବକ ଏହି ଫିଲ୍ମ ପ୍ରଥମ ଦିନରେ ଆକର୍ଷଣୀୟ କାହାଣୀ ସହ ମନଛୁଆଁ ଗୀତ ଭି ଶୁଣିବାକୁ ମିଳିଛି ଏହି ସିନେମାରେ । କୋଟିରୁ ଅଧିକ ବ୍ୟବସାୟ କରିଛି । ଏହାପୂର୍ବରୁ ସାହିଦଙ୍କ ସବୁଠାରୁ ଅଧିକ ବ୍ୟବସାୟକରିଥିବା ଫିଲ୍ମ ପଦ୍ମାବତ ଥିଲା । ଯାହା ପ୍ରଥମ ଦିନରେ ରୋମାଂଟିକ୍, ଇମୋସ୍ନାଲ୍ ସମେତ ମୋଟ୍ ୭ଟି ଗୀତ ସ୍ଥାନ ପାଇଛି ଚଳଚ୍ଚିତ୍ର କବିର୍ ସିଂରେ । ଯାହା କୋଟି ବ୍ୟବସାୟ କରିଥିଲା ।

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ହିଟ୍ ହୋଇ ସାରିଛି । ଫିଲ୍ମରେ ସ୍ଥାନ ପାଇଥିବା ସମସ୍ତ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ମିଥୁନ୍, ଅମାଲ୍ ମଲ୍ଲିକ୍, ବିଶାଲ୍ ମିଶ୍ରା, ସାଚେତ୍ – ପରମ୍ପରା ଏବଂ ଅଖିଳ ସଚଦେବା । ସିନେ ପ୍ରେମୀ ଫିଲ୍ମର ଗୀତ ଗୁଡିକୁ ବେଶ୍ ପସନ୍ଦ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଏହି ସିନେମାଟିକୁ କେତେ ପସନ୍ଦ କରୁଛନ୍ତି ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More