Only for Entertainment

ରିଲିଜ ହେଲା କବୀର ସିଂ’ର ନୂଆ ଗୀତ ‘ମେରେ ଶୋଣେୟା’ ।

31

ଶାହିଦ କପୂର ଏବଂ କିଆରା ଆଡ଼ବାଣି ଷ୍ଟାରର ଫିଲ୍ମ ‘ କବୀର ସିଂ’ର ‘ମେରେ ଶୋଣେୟା’ ଗୀତ ଆଜି ଗୁରୁବାରକୁ ରିଲିଜ ହୋଇ ସାରିଛି । ଶାହିଦ ତାଙ୍କ ଟ୍ୱିଟର ଅକାଉଂଟରେ ଏହି ଗୀତକୁ ନିଜେ ଶେୟାର କରିଛନ୍ତି ।

ଏହା ଏକ ରୋମାଂଟିକ ଟ୍ରାକ । ଯେଉଁଥିରେ ଜଣେ ପ୍ରେମୀ ଯୁଗଳଙ୍କ ଇମୋଶନ ନଜର ଆସିଛ । କହିରଖୁଛୁଯେ ଦୁଇ ମିନିଟର ଏହି ଟ୍ରାକରେ ଶାହିଦଙ୍କୁ ଜବ ୱି ମେଟ ପରେ ପରେ କ୍ଲିନ ସେଭରେ ଦେଖିବାକୁ ମିଳିନାହିଁ ।

ଭିଡ଼ିଓ ଆରମ୍ଭରେ ନଜର ଆସିଛନ୍ତି କିଆରା । ଯିଏ କି କ୍ଲାସ ମଧ୍ୟରେ ଚିନ୍ତିତ ମଧ୍ୟ ଦେଖା ଯାଉଛନ୍ତି । କ୍ଲାସରୁ ବାହାରିବା ପରେ ସେ ତାଙ୍କ ପ୍ରେମିକଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ତେବେ ଏଥିରେ ଦୁଇ ଜଣଙ୍କୁ ରୋମାଂଟିକ ଅନ୍ଦାଜରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More