Only for Entertainment

ନୂଆ ବର୍ଷରେ ଦୁଃଖ ଦେଇଗଲେ କାଦର ଖାନ, ମନେ ରହିବ ଏହି ୫ଟି ଦୃଶ୍ୟ ।

ndtv khabar
31

ଗୋଟିଏ ପାଶ୍ୱର୍ରେ ସାରା ଦେଶ ଖୁସିର ମାହୋଲ ବିତାଉଥିବା ବେଳେ ସମସ୍ତଙ୍କୁ ଛାଡ଼ି ଦୁନିଆରୁ ବିଦାୟ ନେଇଛନ୍ତି ବଲିଉଡର ପ୍ରସିଦ୍ଧ କମେଡି଼ଆନ କାଦର ଖାନ । ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛନ୍ତି ଏହି ମହାନ ବ୍ୟକ୍ତି । ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିବା କାଦର ଖାନଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ବିଶେଷ କରି ଗୋବିନ୍ଦାଙ୍କ ସହିତ ତାଙ୍କର କେତୋଟି ଫିଲ୍ମର ଦୃଶ୍ୟ ଖୁବ ମନେ ରହିବ ।

 

କାଦର ଖାନଙ୍କ ନିଧନ ଖବର ତାଙ୍କ ପୁଅ ସରଫରାଜ ଦେଇଛନ୍ତି । ଶକ୍ତି କପୁରଆଜ ତକ ଚ୍ୟାନେଲ ସହିତ କଥା ହେଉଥିବା ବେଳେ କହିଛନ୍ତିଯେ କାଦରଙ୍କ ସ୍ଥାନ କେହି ମଧ୍ୟ ନେଇପାରିବେ ନାହିଁ । ସୋସିଆଲ ମିଡିଆରେ ସେଲିବ୍ରେଟୀମାନେ ତାଙ୍କୁ ଶ୍ରଦ୍ଧାଂଜଳି ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More