Only for Entertainment

ମଜା ମଜାରେ କାଜୋଲ ଧରିଲେ ଓଜନିଆ ଅଜଗର,ତା ପରେ କ’ଣ ହେଲା ଦେଖନ୍ତୁ ।

bollywood tadka
60

ଅଭିନେତ୍ରୀ କାଜୋଲ ଅଗ୍ରୱାଲ ଏକ ଭିଡ଼ିଓ ସୋସିଆଲ ମିିଡିଆରେ ଅପଲୋଡ କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସେହି ଭିଡ଼ିଓରେ ସେ ଏକ ବିଶାଳ ଅଜଗରକୁ ବେକରେ ପକାଇଥିବାର ନଜର ଆସଛନ୍ତି ।

 

View this post on Instagram

 

WHAT AN EXPERIENCE

A post shared by Kajal Aggarwal (@kajalaggarwalofficial) on

ବାସ୍ତବରେ କାଜୋଲ ଏବେ ତାଙ୍କ ପରିବାର ସହିତ କ୍ରୋଏସିଆରେ ଛୁଟି ମନାଉଛନ୍ତି । ସେଠାରେ ଉଠାଇଥିବା କିଛି ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛିଯେ କାଜୋଲ ଡରିଥିବା ଭଳି ଜଣା ପଡ଼ୁଛନ୍ତି କିନ୍ତୁ ସେ ସେହି କ୍ଷଣକୁ ଉପଭୋଗ କରୁଥିବା ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More