Only for Entertainment

ରିଲିଜ ହେଲା କାଳି ଝିଅ ଓଲେଇ’ର ମ୍ୟୁଜିକ ଭିଡିଓ ।

71

ଓଡିଆ ଆଧୁନିକ ଗୀତ ଦିନକୁ ଦିନ ଖୁବ ଆଗେଇବା ସହ ସୋସିଆଲ ମିଡିଆରେ ମଧ୍ୟ ଚହଳ ସୃଷ୍ଟି କରୁଛି । ସେହିଭଳି ଏବେ କଣ୍ଠଶିଳ୍ପୀ ମଧ୍ୟ ଖୁବ ସୁନ୍ଦର ଅଛନ୍ତି । ହ୍ୟୁମାନ ସାଗରଙ୍କ କଣ୍ଠରୁ ଏବେ ଏକ ନୂଆ ଗୀତର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଏହି ଗୀତର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଥିଲା ଯାହା ସୋସିଆଲ ମିଡିଆରେ ଖୁବ ଚହଳ ସୃଷ୍ଟି କରିଥିଲା । ଗୀତ ରିଲିଜ ହେଉ ହେଉ ଦର୍ଶକ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଗୀତର ବୋଲ ରହିଛି ‘କାଳି ଝିଅ ଓଲେଇ’ । ଗୀତରେ ନଜର ଆସିଛନ୍ତି ନୂଆ କଳାକାର ସତ୍ୟ, ଖୁସି, ମାମା, ରଶ୍ମିତା, ଅମ୍ବିକା ।

ତେବେ ଗୀତ ବିଷୟରେ କହିବାକୁ ଗଲେ ଏହି ଗୀତରେ ଲିରିକ୍ସ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More