Only for Entertainment

ଅନୁରାଗ କଶ୍ୟପଙ୍କ ଠାରୁ ଛାଡପତ୍ର ହେବା ପରେ ଅଭିନେତ୍ରୀ କଲ୍କିଙ୍କୁ ମିଳିଲା ନୂଆ ସାଥୀ, ଫଟୋ ଭାଇରାଲ !

65

ଅଭିନେତ୍ରୀ କଲ୍କି କୋଚଲିନ ନିଜ ସମ୍ପର୍କକୁ ଖୁବ ଉପଭୋଗ କରୁଛନ୍ତି । ନିକଟରେ ନିଜ ବୟଫ୍ରେଣ୍ଡ ଗାୟ ହର୍ଶବର୍ଗଙ୍କ ସହ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଦୁହେଁ ସମୁଦ୍ର କୂଳରେ ଚାଲୁଥିବାର ନଜର ଆସିଛନ୍ତି । ଏହାପୂର୍ବରୁ କଲ୍କି ଅନେକ ଫଟୋ ଶେୟାର କରି ନିଜ ସମ୍ପର୍କ ବିଷୟରେ ହିଂଟ ଦେଇଥିଲେ । ଗତ ରବିବାର ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋରେ ତାଙ୍କ ବୟଫ୍ରେଣ୍ଡ ଗାଲକୁ କିସ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

It’s always a Sunday when I’m with my favourite caveman?

A post shared by Kalki (@kalkikanmani) on

କଲ୍କିଙ୍କ ଏହି ଫଟୋ ରୁଚା ଚଡ୍ଢା, ଶୋଭିତା ଧୁଲିପାଲା, ଭୂମିକା ଚାୱଲା ଏବଂ ତିଲୋତ୍ତମା ଶୋମ ମଧ୍ୟ କମେଂଟ କରିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଗାୟ ହର୍ଶବର୍ଗ ଜୀବଜନ୍ତୁଙ୍କୁ ଖୁବ ପସନ୍ଦ କରନ୍ତି । ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ଶେୟାର କରନ୍ତି । ସେ ଖୁସମିଜାଜ ଏବଂ ଭାବୁକ ଅଟନ୍ତି । ସେ ଏବେ ପର୍ଯ୍ୟନ୍ତ କଲ୍କିଙ୍କ ସହ ଫଟୋ ଶେୟାର କରି ନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ୨୦୧୧ରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ, କିନ୍ତୁ ୪ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ଏବେ ମଧ୍ୟ ଭଲ ବନ୍ଧୁ ଅଟନ୍ତି ଦୁହେଁ ।\n

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More