Only for Entertainment

ରୋମାଂଟିକ୍ କମେଡି ଫିଲ୍ମ ମିତ୍ରୋର ଡ୍ୟାନ୍ସ ଗୀତ ‘କମରିୟା’ ରିଲିଜ

youtube
0 29

ଆଗାମୀ ବଲିଉଡ୍ ରୋମାଂଟିକ୍ କମେଡି ଫିଲ୍ମ ମିତ୍ରୋର ଡ୍ୟାନ୍ସ ଗୀତ କମରିୟା ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ଜ୍ୟାକି ଭଗନାନୀ ଓ କ୍ରିତିକା କମରାଙ୍କୁ ଦେଖିବାକୁ ମିଳିଛି । ଲିଜୋ ଜର୍ଜ ଓ ଡିଜେ ଚେତସଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଦର୍ଶନ ରାୱଲ୍ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ନିତିନ କକ୍କର । ସେ ଏହା ପୂର୍ବରୁ ଫିଲ୍ମିସ୍ତାନ ଭଳି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଏହି ଫିଲ୍ମର ପୋଷ୍ଟର ରିଳିଜ ହୋଇଯାଇଛି ଏବଂ ସେପ୍ଟେମ୍ବର ୧୪ରେ ଏହି ଫିଲ୍ମ ରିଲିଜ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More