Only for Entertainment

ରିଲିଜ ହେଲା ବହୁଚର୍ଚ୍ଚିତ ଫିଲ୍ମ ସ୍ତ୍ରୀର ଟ୍ରେଲର ।

youtube
0 45

ଲମ୍ବା ସମୟ ଧରି ରାଜ କୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ ଖୁବ୍ ଚର୍ଚ୍ଚାରେ ରହିଥିଲା । ପୂର୍ବରୁ ଏହାର ଗୋଟିଏ ଗୀତ ରିଲିଜ ହୋଇଥିବା ବେଳେ ଆଜି ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଗୀତଟି ର ନାଁ ‘କମରିୟାଁ’ ।

ଏହି ଗୀତରେ ଡ୍ୟାନ୍ସର ଜଲଓା୍ୱ ଦେଖାଇଛନ୍ତି ନୋରା ଫତେହି । ତେବେ ଏହି ଗୀତକୁ ସଚିନ ଓ ଗିରଜା କମ୍ପୋଜ କରିଥିବା ବେଳେ ଆସ୍ଥା ଗିଲ୍ ,ସଚିନ ସନ୍ଧବୀ, ଗିରଜା ସରେୟାଙ୍କ ସହିତ ଦିବ୍ୟ କୁମାର କଣ୍ଠ ଦାନ କରିଛନ୍ତି । ପୂର୍ବରୁ ନୋରା ରିମେକ୍ ହୋଇଥିବା ‘ଦିଲବର’ ଗୀତରେ ଡ଼୍ୟାନ୍ସ କରି ଦର୍ଶକଙ୍କ ହୃଦୟ କିଣି ପାରିଥିଲେ,ଏବଂ ସବୁଠୁ ମଜାଦାର କଥା ହେଲା ଏହି ଗୀତରେ ରାଜ କୁମାର ରାଓ ଡ଼୍ୟାନ୍ସ କରିଥିବାର ନଜର ଆସଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More