Only for Entertainment

କାମସୂତ୍ର ଥ୍ରିଡି’ ଫେମ ସାୟରା ଖାନଙ୍କ ନିଧନ । ଶର୍ଲିନ ଚୋପ୍ରାଙ୍କୁ କରିଥିଲେ ରିପ୍ଲେସ ।

bollywood tadka
34

କାମସୂତ୍ର ଥ୍ରିଡିରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ସାୟରା ଖାନ ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ ଶୁକ୍ରବାରକୁ ସେ ଏହି ଦୁନିଆରୁ ବିଦାୟ ନେଇ ସାରିଛନ୍ତି ।

ଶର୍ଲିନ ଚୋପ୍ରାଙ୍କ ପରେ ସାୟରା ଖାନ କାମସୂତ୍ର ଥ୍ରିଡିରେ ତାଙ୍କୁ ରିପ୍ଲେସ କରିଥିଲେ । କୁହାଯାଉଛିଯେ ସାୟରାଙ୍କ ମୃତ୍ୟୁରେ କେହି ମଧ୍ୟ ଶୋକ ଦେଖାଇବାକୁ ପହଂଚିଲେ ନାହିଁ ।

ଖବର ଅନୁସାରେ ସାୟରା ଏକ ମୁସଲିମ କଂଜର୍ଭେଟିଭ ପରିବାରରୁ ଆସିଛନ୍ତି । ଫିଲ୍ମରେ କ୍ୟାରିଅର କରିବା ପର୍ଯ୍ୟନ୍ତ ଖୁବ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ସାୟରା । ସାୟରା ରିଜିଓନାଲ ସିନେମାରେ କାମ କରି ଖୁବ ନାମ କମାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More