Only for Entertainment

ଏହିଭଳି ବଏଫ୍ରେଣ୍ଡ ଚାହାଁନ୍ତି କଙ୍ଗନା ରାଣାୱତ ।

amarujala
0 37

ବଲିଉଡ କୁଇନ କଙ୍ଗନା ରାଣାୱତ ଏବେ ତାଙ୍କର ଆଗାମୀ ଫିଲ୍ମ ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାନ୍ସୀର ସୁଟିଂରେ ଖୁବ ବ୍ୟସ୍ତ ଅଛନ୍ତି । ବିଭିନ୍ନ ସମୟରେ ସେ ନିଜର କହିଥିବା କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତଥାପି ସେ ନିଜର ଆଟିଟ୍ୟୁଡକୁ କେବେ ମଧ୍ୟ ପରିବର୍ତ୍ତନ କରନ୍ତି ନାହିଁ । ତେବେ ଏକ କାର୍ଯ୍ୟକ୍ରମରେ କଙ୍ଗନାଙ୍କୁ ଏକ ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ପ୍ରଶ୍ନ କରାଯାଇଥିଲାଯେ ସେ କେଉଁଭଳି ବଏଫ୍ରେଣ୍ଡ ପସନ୍ଦ କରିବେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଉତ୍ତର ଦେଇଛନ୍ତି କଙ୍ଗନା । ସେ କହିଛନ୍ତିଯେ ସେ ସେ ଦେଶକୁ ଖୁବ ଭଲପାଆନ୍ତି,ଯଦି ବଏଫ୍ରେଣ୍ଡର ଦେଶ ପ୍ରତି ଭଲପାଇବା ନଥିବ ତେବେ ସଂପର୍କରେ ପୂର୍ଣ୍ଣଛେଦ ଦେବେ ।

କଙ୍ଗନା ଏହା ମଧ୍ୟ କହିଛନ୍ତିଯେ ଯଦି ସେ ନିଜ ମାତୃଭୂମି ପ୍ରତି ସମର୍ପିତ ହୋଇପାରିବ ନାହିଁ ତେବେ ସେ ମୋ ପ୍ରତି ମଧ୍ୟ ସମର୍ପିତ ହୋଇପାରିବ ନାହିଁ ।

ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନାଙ୍କ ସହିତ ଅଙ୍କିତା ଲୋଖଣ୍ଡେ ମଧ୍ୟ ନଜର ଆସିବେ । ତେବେ ଫିଲ୍ମର ସୁଟିଂ ରାଜସ୍ଥାନର ବିକାନୀର ହେଉଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More