Only for Entertainment

‘ମଣିକର୍ଣ୍ଣିକା’ ଟିଜରର ସଫଳତାକୁ ସେଲିବ୍ରେଟ କଲେ କଙ୍ଗନା ରଣାୱତ, ଦେଖନ୍ତୁ ଫଟୋ ।

insta pic
42

ଗାନ୍ଧୀ ଜୟନ୍ତୀ ଅବସରରେ କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’ର ଟିଜର ରିଲିଜ ହୋଇଛି । ଫିଲ୍ମରେ ସେ ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଅନେକ କଙ୍ଗନାଙ୍କ ଭୂମିକାକୁ ପସନ୍ଦ କରିଥିଲା ବେଳେ ଅନେକ ମଧ୍ୟ ମଜାଦାର ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ଟିଜରର ସଫଳତାକୁ ନେଇ ମଧ୍ୟ ସେଲିବ୍ରେଟ କରିବାକୁ ଭୁଲିନାହିଁ ଟିମ ।

ମଙ୍ଗଳବାର ରାତିରେ ବଲିଉଡ କ୍ୱିନ କଙ୍ଗନାଙ୍କ ସହ ଏକ ସରପ୍ରାଇଜ ସେଲିବ୍ରେଶନ ହୋଇଥିଲା । ପୂରା ଟିମ କଙ୍ଗନାଙ୍କୁ ଭିନ୍ନ ଆନ୍ଦାଜରେ ଶୁଭେଚ୍ଛା ଜଣାଇଥିଲେ । କଙ୍ଗନା ମଧ୍ୟ ରାଣୀଙ୍କ ଭଳି ମୁକୁଟ ପିନ୍ଧି କେକ କାଟିଥିଲେ । ସୋସିଆଲ ମିଡିଆରେ ଏହି ଫଟୋ ଛଡାଯିବା ସହ ଉଲ୍ଲେଖ କରାଯାଇଛି ଯେ, ଟିମ ମଣିକର୍ଣ୍ଣିକାର ଏହି ଉତ୍ସବ ଟିଜରର ସଫଳତା ପାଇଁ, ଆଗକୁ ଆହୁରି ଅନେକ ସେଲିବ୍ରେଶନ ବାକି ଅଛି ।

 

View this post on Instagram

 

#Manikarnika girls at ND studio today Celebrating the response to the #manikarnikateaser #kanganaranuat @lokhandeankita @unnatiidavara

A post shared by Kangana Ranaut (@team_kangana_ranaut) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More