Only for Entertainment

କଙ୍ଗନା ରଣାୱତଙ୍କୁ ହାତ ଯୋଡି ଭେଟିଲେ ପ୍ରଧାନମନ୍ତ୍ରୀ, ପୂର୍ବରୁ କିଛି ଏଭଳି ହୋଇଥିଲା ସାକ୍ଷାତ !

55

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଶୁକ୍ରବାର ଦିଲ୍ଲୀର ଏକ ପ୍ରୋଗ୍ରାମରେ ପହଂଚିଥିଲେ । ଏହି କାର୍ଯ୍ୟକ୍ରମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ସାକ୍ଷାତ କରିଥିଲେ । ନିକଟରେ ଏକ ସାକ୍ଷାତକାରର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଫଟୋରେ ଆପଣମାନେ ଦେଖିପାରୁଥିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡିଥିବା ନଜର ଆସିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହାତ ଯୋଡୁଥିବାର ଦେଖି କଙ୍ଗନା ହସି ଥିଲେ ଏବଂ କିଛି ସମୟ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଆଗରୁ ମଧ୍ୟ କଙ୍ଗନା ‘ମଣିକର୍ଣ୍ଣିକା-ଦ କ୍ୱିନ ଅଫ ଝାନ୍ସୀ’ର ସ୍ପେଶାଲ ସ୍କ୍ରିନିଂରେ ଦିଲ୍ଲୀ ଆସିଥିଲେ । ଏହି ଜରିଆରେ ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More