Only for Entertainment

‘ମଣିକର୍ଣ୍ଣିକା’ରେ ଏହିପରି ଭାବେ ଘୋଡା ଚଲାଇଥିଲେ କଙ୍ଗନା, ଦେଖନ୍ତୁ ଭାଇରାଲ ଭିଡିଓ

you tube
29

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ୨୫ ଜାନୁଆରୀରେ ପରଦାକୁ ଆସିଥିଲା । ଫିପଲ୍ମରେ କଙ୍ଗନାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କଙ୍ଗନା ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଇତି ମଧ୍ୟରେ କଙ୍ଗନାଙ୍କ ଏହି ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କଙ୍ଗନା ଘୋଡା ଚଲାଉଥିବାର ନଜର ଆସିଛନ୍ତି । କିନ୍ତୁ ଭିଡିଓର ସବୁଠାରୁ ଖାସ କଥା ହେଉଛି କଙ୍ଗନା ଅସଲି ନୁହେଁ ବରଂ ମେସିନ ଘୋଡାରେ ନଜର ଆସିଛନ୍ତି । କଙ୍ଗନାଙ୍କ ଏହି ଭିଡିଓ ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More