Only for Entertainment

କଙ୍ଗନା ରଣାୱତ କଲେ ହ୍ରିତିକଙ୍କୁ କପି, ମଣିକର୍ଣ୍ଣିକାର ଏହି ସିନ ହେଲା ଭାଇରାଲ !

31

କଙ୍ଗନା ରଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାନସୀର ଟ୍ରେଲର ରିଲିଜ ହୋଇସାରିଲାଣି । ଯାହାର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଛି ଏବଂ ଲୋକଙ୍କୁ କଙ୍ଗନା ଖୁବ ପସନ୍ଦ ମଧ୍ୟ ଆସୁଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ମଣିକର୍ଣ୍ଣିକାର ଏକ ସିନକୁ କାଢିଛନ୍ତି ଯେଉଁଥିରେ କଙ୍ଗନା ହ୍ରିତିକଙ୍କ ଡାଏଲଗକୁ ରିପିଟ କରୁଥିବାର ନଜର ଆସିଛନ୍ତି । ହ୍ରିତିକ ରୋଶନ ଫିଲ୍ମ ‘ମହେନଜୋଦାରୋ’ରେ କବୀର ବେଦି ହ୍ରିତିଙ୍କୁ ପଚାରିଥିଲେ- କ୍ୟା ଅନ୍ତର ହେ ତୁଝମେ ଔର ମୁଝ୍ମେ ? ଉତ୍ତରରେ ହ୍ରିତିକ କହିଥିଲେ – ଅନ୍ତର ହେ , ତୁ ମହେନଜୋଦାରୋରେ ରାଜ କରିବା ପାଇଁ ଚାହୁଁ ଏବଂ ମୁଁ ସେବା !

କିଛି ଏଭଳି ଡାଏଲଗ ଦେଖିବାକୁ ମିଳିଛି ମଣିକର୍ଣ୍ଣିକା ଟ୍ରେଲର । ଏହିକାରଣରୁ ଲୋକମାନେ କହିଛନ୍ତି ହ୍ରିତିକଙ୍କୁ କପି କରିଛନ୍ତି କଙ୍ଗନା । ଏଠାରେ ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More