Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ପଙ୍ଗାର ପ୍ରଥମ ଫଟୋ ।

bollywood tadka
15

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ଅଭିନୀତ ଫିଲ୍ମ ପଙ୍ଗାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହା ସହିତ ସାମ୍ନାକୁ ଆସିଛି ଫିଲ୍ମର ରିଲିଜ ଡେଟ । ଯାହାର ଘୋଷଣା କରିଛନ୍ତି ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ । ୨୪ ଜାନୁୟାରୀ ୨୦୨୦ରେ ଫିଲ୍ମ ରିଲିଜ ହେବ ବୋଲି ତରନ ଆଦର୍ଶ ଟ୍ୱିଟ କରି ସୂଚନା ଦେଇଛନ୍ତି । ରିଲିଜ ଡେଟ ସହିତ ସେ ଫିଲ୍ମର ପ୍ରଥମ ଲୁକ ମଧ୍ୟ ଶେୟାର କରିଛନ୍ତି ।

ଏହା ପ୍ରଥମ ଥର ଯେତେବେଳେ ଜସି ଗିଲଙ୍କ ସହିତ କଙ୍ଗନା ସ୍କ୍ରିନ ଶେୟାର କରିବେ । ଦୁଇଜଣ ପତି ପତ୍ନୀ ଚରିତ୍ରରେ ନଜର ଆସିବେ ।

ଫିଲ୍ମ ନେସନାଲ ଜାତୀୟ ସ୍ତର କବାଡ଼ି ଖେଳ ଉପରେ ପର୍ଯ୍ୟବେଷିତ । କଙ୍ଗନା କବାଡ଼ି ଖେଳାଳୀ ଭାବରେ ନଜର ଆସିବେ । ସେମାନଙ୍କ ବ୍ୟତୀତ ରିଚା ଚଢା ଏବଂ ନୀନା ଗୁପ୍ତା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଶ୍ୱିନୀ ଅୟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More