Only for Entertainment

କାନ୍ସ ୨୦୧୯ : ଦ୍ୱିତୀୟ ଦିନରେ କଙ୍ଗନାଙ୍କ ପ୍ରିନ୍ସେସ ଲୁକ ଲୁଟିଲା ମହଫିଲ, ଫଟୋ ଦେଖି ଆପଣ ମଧ୍ୟ କହିବେ WOW

bollywood tadka
24

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ରେ ବଲିଉଡ ଷ୍ଟାର୍ସଙ୍କ ଜଲୱା ଛାଇ ରହିଛି । ଏହି ଫେଷ୍ଟିଭାଲରେ ପ୍ରିୟଙ୍କା, ଦୀପିକା ଏବଂ କଙ୍ଗନାଙ୍କ ପରି ଷ୍ଟାରଙ୍କ ଯାଦୁ ଦେଖିବାକୁ ମିଳିଛି । ଶୁକ୍ରବାର ରାତନିରେ କାନ୍ସର ଦ୍ୱିତୀୟ ଦିନରେ ଅଭିନେତ୍ରୀ କଙ୍ଗନାଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଫେଷ୍ଟିଭାଲରେ ଦ୍ୱିତୀୟ ଦିନରେ Michael Cincoଙ୍କ ଗାଉନରେ କଙ୍ଗନା ନଜର ଆସିଥିଲେ । ଏହି ଆଉଟ ଫିଟରେ କୌଣସି ପ୍ରିନ୍ସେସ ଠାରୁ କମ ଲାଗୁନଥିଲେ ।

କଙ୍ଗନା ସଲଭର କଲର ଲଙ୍ଗ ଫିସ କଟ କଢାଇ ଗାଉନରେ ସୁନ୍ଦର ଲାଗୁଥିଲେ । ଏହା ସହିତ ସେ ନ୍ୟୁଡ ମେକଅପରେ ନିଜ ଲୁକକୁ କମ୍ପଲିଟ କରିଥିଲେ । କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

ଏହା ପୂର୍ବରୁ କଙ୍ଗନା କାନ୍ସ ଲୁକ ପାଇଁ ଡିଜାଇନର ଫାଲଗୁନି ଏବଂ ଶେନ ପିକକଙ୍କ ଆଉଟ ଫିଟରେ ନଜର ଆସିଥିଲେ । ତାଙ୍କର ଏହି ଦେଶୀ ଲୁକ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More