Only for Entertainment

କେବିସି ସେଟରେ କମେଡ଼ି କିଙ୍ଗ ।

zeenews
26

କେବିସି ସିଜନ ୧୦ ରିଆଲିଟି ଶୋ ଖୁବଶୀଘ୍ର ଦ ଏଣ୍ଡ ବେହାକୁ ଯାଉଛି । ଯାହାର ଗ୍ରାଣ୍ଡ ଫିନାଲେ ଆପଣ ଖୁବଶୀଘ୍ର ଦେଖିବାକୁ ପାଇବେ ।ସବୁଠାରୁ ଖାସ କଥା ହେଉଛି ଗ୍ରାଣ୍ଡ ଫିନାଲେରେ ଦର୍ଶକ ଦେଖିବାକୁ ପାଇବେ କମେଡ଼ି କିଙ୍ଗଙ୍କୁ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ।

 

ଚ୍ୟାନେଲ କିଛି ଭିଡ଼ିଓ କ୍ଲିପ୍ସ ଟ୍ୱିଟରରେ ଶେୟାର କରିଛନ୍ତି । ଯେଉଁଥିରେ ଦର୍ଶକ କିଛି ମଜାଦାର କ୍ଲିପ ଦେଖିବାର ସୁଯୋଗ ପାଇବେ ।ଭିଡ଼ିଓରେ ୧୨ ତାରିଖରେ ବିବାହ କରିବାକୁ ଯାଉଥିବା କପିଲ ଶର୍ମା ବିଗ ବିଙ୍କ ଠାରୁ ମ୍ୟାରେଜ ଟିପ୍ସ ମାଗିଛନ୍ତି ।

 

ତେବେ ବହୁ ଦିନ ଧରି ଲାଇମଲାଇଟ ଠାରୁ ଦୂରରେ ଥିବା କପିଲଙ୍କ ପୁଣିଥରେ ପରଦାରେ ଦେଖି ଦର୍ଶକ ନିହାତି ଭାବରେ ଖୁସି ହେବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More