Only for Entertainment

ଭୋଜପୁରୀ ଆକ୍ଟର ଭିଡ଼ିଓ ଶେୟାର କରି କହିଲେ କପିଲ ଶର୍ମାଙ୍କ ଶୋ ପଛର ସତ୍ୟତା ।

ndtv
30

ନିକଟରେ କପିଲଙ୍କ ଶୋ’ରେ ପହଂଚିଥିଲେ ଭୋଜପୁରୀ ଆକ୍ଟର ନିରହୁଆ, ଆମ୍ରପାଲି ଦୁବେ, ଖେସାରୀ ଏବଂ ରାନୀ ଚାଟାର୍ଜୀ । ଯେଉଁଠାରେ କପିଲଙ୍କ ଟିମ ଏବଂ ଭୋଜପୁରୀ ଆକ୍ଟର ଖୁବ ମସ୍ତୀ କଲେ । ଭୋଜପୁରୀ ତଡ଼କା ଲଗାଇବା ପରେ ଶୋ’ର ଚମକ ଅଧିକ ବଢି ଯାଇଥିଲା । ଗତ ଶନିବାରକୁ ଏହି ଏପିସୋଡର ପ୍ରସାରଣ ହେଲା ।

 

View this post on Instagram

 

Behind #thekapilsharmashow

A post shared by Rani Chatterjee Official (@ranichatterjeeofficial) on

 

View this post on Instagram

 

Kal raat 9 30 ..Sony pe #thekapilsharmashow #watch #enjoy #bhojpuri #hothothot

A post shared by Rani Chatterjee Official (@ranichatterjeeofficial) on

ଏବେ ଏହି ଏପିସୋଡ ଅନ ଏୟାର ହେବା ପରେ ଭୋଜପୁରୀ ଷ୍ଟାର ରାନୀ ଚାଟାର୍ଜୀ ଏକ ଭିଡ଼ିଓ ଶେୟାର କରି ଶୋ ସୁଟିଂ ସମୟରେ କିଭଳି ମସ୍ତି ହୁଏ ତାହା ଜଣାଇଛନ୍ତି । ଭିଡ଼ିଓରେ ରାନି ରିହର୍ସଲ କରୁଥିବାର ଦେଖିବାକୁ ମିଳିଛି । ଏଠାରେ ଖେସାରୀ ଏବଂ ରାନୀ ଠିକ ହୈ ଗୀତରେ ରିହର୍ସଲ କରୁଥିବାର ନଜର ଆସିଛି, ଏବଂ ତାଙ୍କ ସହିତ ଜଣେ ଲେଡି କୋରିଓଗ୍ରାଫର ମଧ୍ୟ ନଜର ଆସିଛନ୍ତି । ତେବେ କ୍ୟାପ୍ସନରେ ରାନୀ ଲେଖିଛନ୍ତି କପିଲ ଶର୍ମାଙ୍କ ଶୋ ପଛର ଦୃଶ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More