Only for Entertainment

କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ।

bollywood tadka
29

କପିଲ ଶର୍ମା ଏବେ ଖୁବ ଚର୍ଚ୍ଚାରେ । ତାଙ୍କ ଶୋ ଖୁବ ପସନ୍ଦ କରିବା ଭଳି । ଏତେ ପରେ ମଧ୍ୟ ଶୋ’ର ଟିଆରପି ତଳକୁ ଚାଲି ଯାଇଥିଲା । କିନ୍ତୁ କପିଲଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଅଛିଯେ କପିଲଙ୍କ ଶୋ’ର ଟିଆରପି ପୁଣିଥରେ ବଢିଯାଇଛି । ଅର୍ଥାତ କପିଲଙ୍କ ଶୋ ଟିଆରପି କ୍ଷେତ୍ରରେ ପଂଚମ ସ୍ଥାନରେ ଅଛି । ନିକଟରେ ବ୍ରଡକାଷ୍ଟ ରିସର୍ଚ ଅଡିଏନ୍ସ କାଉନ୍ସିଲ୍ସ ୨୦୧୯ର ୧୨ ସପ୍ତାହର ରେଟିଂ ଦାଖଲ କରିଛନ୍ତି । ଯେଉଁଥିରେ କପିଲଙ୍କ ଶୋ ୨.୪ ରେଟିଂ ପାଇ ଚତୁର୍ଥ ସ୍ଥାନକୁ ଆସିଯାଇଛି ।

କହିରଖୁଛୁଯେଗଚ୍ଛସପ୍ତାହରେ କପିଲଙ୍କ ଶୋ ସପ୍ତମ ସ୍ଥାନରେ ଥିବା ବେଳେ ଏବେ ଏହାର ଉନ୍ନତି ଘଟିଛି ଏବଂ ଶୋ ଚତୁର୍ଥ ସ୍ଥାନ ହାସଲ କରିଛି । କପିଲଙ୍କ ଶୋ’ରେ ଯେବେଠାରୁ ନବଜୋତ ସିଂ ସିଦ୍ଧୁ ଆସୁନଥିଲେ ସେହି ଦିନଠାରୁ ଶୋ’ରେ ପତନ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଧୀରେ ଧୀରେ କପିଲଙ୍କ ଶୋ ଟିଆରପିରେ ନିଜର ସ୍ଥାନ ସୃଷ୍ଟି କରି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More