Only for Entertainment

ଅର୍ଜୁନ- ମଲାଇକାଙ୍କ ପ୍ରେମକୁ କପୁର ପରିବାରର ବିରୋଧ

56

ଚଳିତ ବର୍ଷ ବିବାହ କରିବା ପାଇଁ ଯେଉଁଷ୍ଟାରମାନଙ୍କର ନାମ ଆଗରେ ରହିଛି ସେମାନଙ୍କମଧ୍ୟରେ ଅଛନ୍ତି ମଲାଇକା ଏବଂ ଅର୍ଜୁନ କପୁର ।ସେମାନେ ବର୍ତ୍ତମାନ ନୂଆଘରର ଅନୁସନ୍ଧାନରେମଧ୍ୟ ଅଛନ୍ତି । ଖୁଲମଖୁଲା ସେମାନେ ନିଜ  ପ୍ରେମ ପ୍ରସଙ୍ଗକୁ ବାହାରେ ପ୍ରକାଶ କରୁଛନ୍ତି ।

ତେବେ କୁହାଯାଉଛିଯେ, ସେମାନଙ୍କ ବିବାହ ହେବା ସେତେଟା ସହଜ ହେବନି ।କାରଣ ଏହି ବିବାହକୁ କପୁର ପରିବାରର କିଛି ସଦସ୍ୟ ବିରୋଧ କରୁଛନ୍ତି ।ଗତକିଛି ଦିନ ତଳେ ଖବର ଆସିଥିଲା ଯେସଲମନ୍‍ ଖାନ୍‍ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁନେଇ ଖୁସି ନାହାଁନ୍ତି । ଏହି କାରଣରୁ ସେ ଅର୍ଜୁନଙ୍କୁଏବଂ ତାଙ୍କ ବାପାଙ୍କ ଠାରୁ ସମ୍ପର୍କ କିଛିମାତ୍ରାରେଦୂରେଇ ଦେଇଛନ୍ତି । ଏବେ ଏହି ବିରୋଧତାଲିକାକୁ ଆସିଛନ୍ତି ସୋନମ କପୁର । କାରଣସୋନମ ମଲାଇକାଙ୍କୁ ଆଦୌ ପସନ୍ଦକରୁନାହାଁନ୍ତି । ଏ ସମ୍ପର୍କରେ ସୋନମ ମଧ୍ୟଭାଇ ଅର୍ଜୁନଙ୍କୁ ବିବାହ ନକରିବାକୁପରାମର୍ଶ ଦେଇସାରିଛନ୍ତି ।

କୁହାଯାଉଛିଯେ, ଏକ ପାର୍ଟିରେ ମଲାଇକା ଏବଂସୋନମଙ୍କ ମଧ୍ୟରେ ଛୋଟମୋଟଝଗଡା ହୋଇଥିଲା । ସେବେ ଠାରୁ ସୋନମ ମଲାଇକାଙ୍କୁ ପସନ୍ଦକରୁନାହାଁନ୍ତି । ଖାଲି ସୋନମନୁହେଁ ଅର୍ଜୁନଙ୍କ ଆଉ ଦୁଇନିକଟ ସମ୍ପର୍କୀୟ ମଧ୍ୟ ଏହି ରିଲେସନ୍‍ ସିପ୍‍କୁ ନେଇଖୁସି ନାହାଁନ୍ତି । ସେମାନେ ହେଉଛନ୍ତି ଅର୍ଜୁନଙ୍କ ବାପାବୋନି କପୁର ଏବଂ ଭଉଣୀ ଅଂଶୁଳା । ଅନ୍ୟପଟେ ଅର୍ଜୁନଙ୍କ ଦାଦା ସଂଜୟ କପୁର ଏହିରିଲେସନସିପ୍‍କୁ ମଞ୍ଜୁରୀ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More