Only for Entertainment

ପ୍ରଥମ ଥର ସାମ୍ନାକୁ ଆସିଲା କରଣ ଜୋହରଙ୍କ ପକୃତ ନାମ ।

23

ଏହିଥର କରଣ ଜୋହର କଫି ୱିଦ କରନରେ ଆୟୁଷ୍ମାନ ଖୁରାନା ଏବଂ ବିକ୍କୀ କୌଶଲଙ୍କ ସହିତ ନଜର ଆସିଛନ୍ତି । ଏଠାରେ ଦୁଇ ଜଣ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କେତେକ କଥା ଖୋଲିକରି କହିଲେ । ଶୋ ମଧ୍ୟରେ ଏହା ମଧ୍ୟ ଜଣାପଡ଼ିଲାଯେ କରଣଙ୍କ ବାସ୍ତବ ନାମ କ’ଣ ।

 

 

View this post on Instagram

 

Rahul, naam toh suna hi hoga! #KoffeeWithKaran #KoffeeWithAyushmann #KoffeeWithVicky

A post shared by Star World (@starworldindia) on

ଜନ୍ମ ପରେ ପରେ କରଣଙ୍କ ନାମ ରଖା ଯାଇଥିଲା ରାହୁଲ । ଜାତକରେ ମଧ୍ୟ ରାହୁଲ ନାମ ଉଲ୍ଲେଖ ରହିଛି । କିଛି ଦିନ ପରେ ସେ ତାଙ୍କ ନାମ ପରିବର୍ତ୍ତନ କରି ଦେଇଥିଲେ । ତେବେ ଶାହାରୁଖଙ୍କ ପ୍ରାୟ ଫିଲ୍ମରେ ନାମ ରାହୁଲ ହୋଇଥାଏ । ଏହି ନାମ ଶୁଣି ବିକ୍କି ଏବଂ ଆୟୁଷ୍ମାନ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ କରଣଙ୍କ ପ୍ରଯୋଜିତ ଫିଲ୍ମରେ ନାୟକ ଭାବରେ ଶାହାରୁଖ ଅଧିକାଂଶ ସମୟରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More