Only for Entertainment

ତୈମୁରଙ୍କ ପାଇଁ ପ୍ରଫେସନ ଚଏସ କଲେ କରୀନା । ଜାଣନ୍ତୁ ତୈମୁରଙ୍କୁ ନେଇ କ’ଣ ରହିଛି ମା କରୀନାଙ୍କ ସ୍ୱପ୍ନ ।

news18
0 55

ଇଂଟରନେଟ ସେନସେସନ ହୋଇଛନ୍ତି କରୀନା ଓ ସୈଫଙ୍କ ପୁଅ ତୈମୁର । ଯେଉଁଠାକୁ ଗଲେ ମଧ୍ୟ କ୍ୟାମେରାରେ ତାଙ୍କ ଫଟୋ କ୍ୟାପ୍ଚର ହେଉଛି । ଏକ ଇଂଟରଭ୍ୟୁରେ କରୀନାଙ୍କୁ ପଚରାଗଲାଯେ ସେ ତୈମୁରଙ୍କ ପାଇଁ କେଉଁ ପ୍ରଫେସନ ପସନ୍ଦ କରିବେ । ତେବେ ଏହାର ଉତ୍ତରରେ କରୀନା କହିଲେଯେ ସେ କୈମୁରଙ୍କ ପ୍ରଫେସନ ନିଷ୍ପତ୍ତି ନେବା ପାଇଁ ଚାହୁଁ ନାହାଁନ୍ତି । ଯାହା ତୈମୁରଙ୍କୁ ପସନ୍ଦ ଆସିବ ସେ ସେହି ପ୍ରଫେସନରେ ଯଡ଼ିତ ହେବେ । ତେବେ ସେ ତାଙ୍କର ଇଛାକୁ ତୈମୁରଙ୍କ ଉପରେ ଲଦି ଦେବା ପାଇଁ ଚାହାଁନ୍ତି ନାହିଁ ।

ଯଦିଓ ସେ ତୈମୁରଙ୍କ ଉପରେ ସେ ନିଷ୍ପତ୍ତି ଛାଡ଼ିଛନ୍ତି ତଥାପି ତାଙ୍କ ସ୍ୱପ୍ନ ଅନୁସାରେ ସେ ତୈମୁରଙ୍କୁ ଜଣେ କ୍ରିକେଟର ଭାବରେ ଦେଖିବା ପାଇଁ ଇଛା କରୁଛନ୍ତି ।

କରୀନା ତୈମୁରଙ୍କୁ ଡୈସ ମଧ୍ୟ ଖୁବ ଭାବିଚିନ୍ତି ତାଙ୍କ ଭଳି ଚଏସ କରି ଖୁବ ସୁନ୍ଦର ଓ ଖାସ ପିନ୍ଧାନ୍ତି । ତେବେ ବେଳେ ବେଳେ ଏତେ ଲାଇମଲାଇଟ ଯୋଗୁଁ ବେଳେ ବେଳେ ତୈମୁର ଡରି ଯାଆନ୍ତି । କିନ୍ତୁ କରୀନା ଏ ସବୁ ଚାହାଁନ୍ତି ନାହିଁ । ତୈମୁର ଅନ୍ୟ ପିଲାଙ୍କ ଭଳି ବଂଚନ୍ତୁ ଏହା ତାଙ୍କର ଇଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More