Only for Entertainment

‘ବ୍ରାଣ୍ଡ ଆଇକନ ଆୱାର୍ଡ଼ସ’ରେ ଅଲ ବ୍ଲାକ ଲୁକରେ ଯାଦୁ ଦେଖାଇଲେ ବଲିଉଡ ବେବୋ ।

bollywood tadka
23

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସେକ୍ସି ଏବଂ ବୋଲ୍ଡ ଫଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ଖୁବ ସଜାଗ । ନିକଟରେ କରୀନାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ କରୀନା କଳା ରଙ୍ଗର ଗାଉନରେ ହଟ ଲୁକରେ ନଜର ଆସିଛନ୍ତି ।

କରୀନା ଶଇଯ ରଙ୍ଗର ମେକଅପରେ ନ୍ୟୁଡ ରଙ୍ଗର ଲିପଷ୍ଟିକରେ ନଜର ଆସିଛନ୍ତି । ଏହି ଫଟୋ ମାଲେସିଆରେ ହୋଇଥିବା ‘ବ୍ରାଣ୍ଡ ଆଇକନ ଆୱାର୍ଡ଼ସ’ରେ କ୍ଲିକ କରାଯାଇଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କରୀନା ଆଗାମୀ ଦିନରେ ଫିଲ୍ମ ଗୁଡ ନ୍ୟୁଜରେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ । ଏହି ଦୁଇ ତାରକାଙ୍କ ବ୍ୟତୀତ ଦିଲଜିତ ଦୋସାଂଝ ଏବଂ କିଆରା ଆଡ଼ବାଣି ନଜର ଆସିବେ । ଏହା ଏକ କମେଡ଼ି ଡ୍ରାମା ଫିଲ୍ମ ।

ଏହା ବ୍ୟତୀତ କରୀନା କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ତଖତରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More