Only for Entertainment

ଲଣ୍ଡନରେ ଗର୍ଲ ଗ୍ୟାଙ୍ଗ ସହ କରୀନା କପୂର କରୁଛନ୍ତି ମସ୍ତି !

33

ବଲିଉଡ ଅଭିନେତ୍ରୀ କରୀନା କପୂର ଏବେ ନିଜ ପରିବାର ସହ ଲଣ୍ଡନରେ ଅଛନ୍ତି । କରୀନା କପୂର ଖୁବ ଶୀଘ୍ର ନିଜ ଫିଲ୍ମ ‘ ଅଂଗ୍ରେଜୀ ମିଡିଅମ’ର ସୁଟିଂ କରିବେ । ତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ଇରଫାନ ଖାନ ।

କରୀନା କପୂର ନିଜ ଭଉଣୀ କରିଶ୍ମା କପୂର ଏବଂ ତାଙ୍କ ପିଲାମାନଙ୍କ ସହ ଖୁବ ମସ୍ତି କରୁଛନ୍ତି । କରୀନା, କରିଶ୍ମା ଏବଂ ତାଙ୍କ ପିଲାମାନଙ୍କ ସହ ମସ୍ତି କରି ଏଂଟରଟେନ ହେଉଥିବା ନଜର ଆସିଛି । ସେହିଭଳି ଏକ ଭିଡିଓ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ କରୀନା କପୂରଙ୍କୁ ଫ୍ଲାଇଂ କିସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ତାଙ୍କର ଜଣେ ବନ୍ଧୁ ବନାଇଛନ୍ତି ।

 

View this post on Instagram

 

her “hiiiiiii” omg she’s the cutest ??❤️!!

A post shared by Kareena Kapoor Khan FC (@kareenafc) on

କରୀନା କପୂରଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଇରଫାନ ଖାନଙ୍କ ସହ ଅଂଗ୍ରେଜୀ ମିଡିଅମ ବ୍ୟତୀତ ଫିଲ୍ମ ଗୁଡ ନ୍ୟୁଜ ଏବଂ ଫିଲ୍ମ ତକ୍ଷ୍ତ’ରେ ମଧ୍ୟ କରୀନା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More