Only for Entertainment

ପ୍ରେଗ୍ନେଣ୍ଟ ଅଛନ୍ତି କି କରୀନା କପୁର ? ଫଟୋରେ ନଜର ଆସିଲା ବେବି ବମ୍ପ

bollywood tadka
73

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସର୍ବଦା ନିଜ ଷ୍ଟାଇଲ ଏବଂ ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ନିକଟରେ କରୀନାଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅସଲରେ ସମ୍ନାକୁ ଆସିଥିବା ଫଟୋରେ କରୀନା ବେବି ବମ୍ପ ସହିତ ନଜର ଆସିଛନ୍ତି । ଯାହାକୁ ଦେଖିବା ପରେ ଲୋକେ ଅନୁମାନ ଲଗାଉଛନ୍ତି ଯେ, କରୀନା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । କିନ୍ତୁ ଏହି ଫଟୋ ପଛରେ ଥିବା ସତ କିଛି ଅଲଗା ।

kareena 1

ଖବର ଅନୁସାରେ, ସାମ୍ନାକୁ ଆସିଥିବା ତାଜା ଫଟୋରେ କରୀନାଙ୍କ ଏହି ଲୁକ ତାଙ୍କ ଆଗାମୀ ଫିଲ୍ମ ‘ଗୁଡ ନ୍ୟୁଜ’ ସେଟର । ଏହି ଫଟୋରେ କରୀନା ଗ୍ରେ ପାଇଜାମାରେ ନଜର ଆସିଛନ୍ତି । କରୀନାଙ୍କ ଏହି ଲୁକ ତାଙ୍କ ଫିଲ୍ମ ‘ଗୁଜ ନ୍ୟୁଜ’ ପାଇଁ ।
କରୀନାଙ୍କ ଏହି ଫିଲ୍ମର କାହାଣୀ ସରୋଗେସୀ ଉପରେ ଆଧାରିତ । ସେଥିପାଇଁ କରୀନାଙ୍କ ଏହି ଲୁକ ସାମ୍ନାକୁ ଆସିଛି ।

kareena

ଏହି ଫିଲ୍ମରେ କରୀନାଙ୍କ ସହିତ ଅକ୍ଷୟ କୁମାର ନଜର ଆସିବେ । ମେକର୍ସ ଫିଲ୍ମ ‘ଗୁଡ ନ୍ୟୁଜ’ର ରିଲିଜ ଡେଟର ଘୋଷଣା ମଧ୍ୟ କରିସାରିଛନ୍ତି । କରଣ ଜୋହର ଟ୍ୱିଟ କରି କହିଥିଲେ ଯେ ଫିଲ୍ମ ୧୮ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More