Only for Entertainment

ତୈମୁରକୁ ବିଗାଡିବା କାରଣ ହେଲେ କରୀନା, ସୈଫିନାଙ୍କ ମଧ୍ୟରେ ହେଲା ତର୍କ !

32

ବଲିଉଡ ଅଭିନେତ୍ରୀ କରୀନା ଏବଂ ସୈଫଙ୍କ ଲାଡଲାଙ୍କ ପପୁଲାରିଟି କୌଣସି ଷ୍ଟାରଙ୍କ ଠାରୁ କମ ନୁହଁନ୍ତି । ଅନେକ ସମୟରେ ତାଙ୍କର କ୍ୟୁଟ ଫଟୋ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । ଏହି କାରଣ ଯୋଗୁଁ ସୈଫ ଏବଂ କରୀନା ଖୁବ ଗମ୍ଭୀର ଭାବେ ଚର୍ଚ୍ଚା କରନ୍ତି ।

ଅସଲରେ କରୀନା ଏକ ଶୋ’ରେ ପହଂଚି ଥିଲେ ଯେଉଁଠି କରୀନା କହିଥିଲେ ଯେ ସୈଫ ଙ୍କ ଅନୁସାରେ ତୈମୁରଙ୍କୁ ସେ ବିଗାଡୁଛନ୍ତି । ସେ କୁହନ୍ତି ଯେ କରୀନାଙ୍କୁ ଜଣା ନାହିଁ ଛୁଆକୁ କେମିତି ବଡ କରାଯାଏ ଏବଂ ସବୁବେଳେ କୁହନ୍ତି ଏଭଳି କରନି ଏବଂ ସେଭଳି କରନି ବୋଲି କହିଛନ୍ତି । ଏହାସହ କରୀନା ଏହାମଧ୍ୟ କହିଛନ୍ତି ଯେ ତାଙ୍କୁ ଅନୁମାନ ହୁଏ ଯେ ତାଙ୍କ ଠାରୁ ବୋଧ ହୁଏ ସୈଫଙ୍କୁ ଭଲଭାବେ ଛୁଆ ସମ୍ଭାଳିବା ଜଣା ।

ଏହା ବହୁତ ଭଲ କଥା ଯେ ସୈଫ ଏତେ ବ୍ୟସ୍ତତା ମଧ୍ୟରେ ତୈମୁର ପାଇଁ ସମୟ ବାହାର କରି ବିତାଉଛନ୍ତି । ଜଣେ ପିତା ହିସାବରେ ସେ ନିଜ କାମ ଖୁବ ଭଲଭାବେ ତୁଲାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More