Only for Entertainment

ଯେତେ ବଡ଼ ଲୋକ ସେତେ କମ କପଡ଼ା, କମେଂଟରେ କରୀନା କହିଲେ , ଆମେ ଟଙ୍କା……. ।

bollywood tadka
51

ବଲିଉଡ ଆକ୍ଟର ଅରବାଜ ଖାନଙ୍କ ଚ୍ୟାଟ ଶୋ କ୍ୱିକ ହିଲ ପିଂଚ ଆଜି ୟୁ ଟ୍ୟୁବରେ ଅନ ଏୟାର ହୋଇ ଯାଇଛି । ବାସ୍ତବରେ ଏବେ ସୋସିଆଲ ମିଡିଆ ଏଭଳି ଏକ ମାଧ୍ୟମ ହୋଇ ଯାଇଛି ଯାହା ଦ୍ୱାରା ଫ୍ୟାନ୍ସ ସିଧାସଳଖ ତାଙ୍କ ପ୍ରିୟ ବଲିଉଡ ଷ୍ଟାରଙ୍କ ସହିତ ଯୋଡ଼ି ହୋଇପାରିବେ । ଏଭଳି ମଧ୍ୟ କିଛି ୟୁଜର୍ସ ଅଛନ୍ତି ଯେଉଁମାନଙ୍କୁ ଷ୍ଟାରଙ୍କୁ ଟ୍ରୋଲ କରିବାରେ ମଜା ଆସେ । ଏହା ଦ୍ୱାରା ପ୍ରାୟ ବଲିଉଡ ଷ୍ଟାର ଚିନ୍ତାରେ ରହିଥାନ୍ତି । ତେବେ ସେହିଭଳି କିଛି ଲୋକଙ୍କ କ୍ଲାସ ନେବାପାଇଁ ଅରବାଜ ଏହି ଶୋ ଆରମ୍ଭ କରିଛନ୍ତି ।

ଏହି ଶୋ’ର ପ୍ରଥମ ଅତିଥି ହୋଇଛନ୍ତି କରୀନା କପୁର ଖାନ । ଏଠାରେ କରୀନା ମଧ୍ୟ ଟ୍ରୋଲର୍ସଙ୍କ କମେଂଟ ପଢିଛନ୍ତି । ଟ୍ରୋଲର କରୀନାଙ୍କୁ କମେଂଟ କରିଛନ୍ତି ଯେତେ ଧନୀ ଲୋକ ସେତେ କମ କପଡ଼ା । ଏଥିରେ କରୀନା କହିଲେ ଆମେ କପଡ଼ା ବଂଚାଉଛୁ । କପଡ଼ା ଉପରେ ଖର୍ଚ୍ଚ କରୁନାହୁଁ । ଏହି କଥା ଶୁଣି ଅରବାଜ ହସିଲେ ଏବଂ କହିଲେ ସେଥିପାଇଁ ତୁମେ ଏତେ ଧନୀ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କରୀନା ଫିଲ୍ମ ଗୁଡ ନ୍ୟୁଜରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କ ସହିତ ନଜର ଆସିବେ ଅକ୍ଷୟ କୁମାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More