Only for Entertainment

ଷ୍ଟାଇଲିସ ଅନ୍ଦାଜରେ ମେହବୁବ ଷ୍ଟୁଡିଓରେ ପହଂଚିଲେ କରୀନା,ଲାଡଲାର ହାତ ଧରି ଫଟୋ ଉଠାଇଲେ ।

bollywood tadka
0 49

କରୀନାର କପୁର ଅଭିନୀତ ଫିଲ୍ମ ବରେ ଦି ୱେଡ଼ିଙ୍ଗ ରିଲିଜ ହୋଇସାରିଛି । ରିଲିଜ ପରେ କରୀନା ତାଙ୍କର ମୂଲ୍ୟବାନ ସମୟକୁ ପୁଅ ତୈମୁର ସହିତ ସ୍ପେଂଟ କରୁଛନ୍ତି ।

ଦୁଇଜଣଙ୍କର ଏହି ଫଟୋ ମେହବୁବ ଷ୍ଟୁଡିଓର । ଦୁଇଜଣ ଭଲ ମୁଡ଼ରେ ନଜର ଆସିଛନ୍ତି ।

କ୍ୟାମେରା ସାମ୍ନାରେ କୁନି ତୈମୁର ଖୁବ ଷ୍ଟାଇଲିସ ଅନ୍ଦାଜରେ ପୋଜ ଦେଇଥିବା ନଜର ଆସିଛନ୍ତି ।

ତୈମୁର ଡେନିମ ଜିନ୍ସରେ ନଜର ଆସିଛନ୍ତି ଏବଂ ମା କରୀନାଙ୍କ ହାତ ଧରିଛନ୍ତି ।

ଫଟୋରେ ତୈମୁରଙ୍କ କ୍ୟୁଟନେସ ସାମ୍ନାକୁ ଆସିଛି । ତେବେ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର ହେବାମାତ୍ରେ ଭାଇରାଲ ହେଉଛି ।


ତୈମୁର ଏବେ ଠାରୁ କ୍ୟାମେରା ଫ୍ରେଣ୍ଡଲି ହୋଇ ସାରିଛନ୍ତି । ତେଣୁ କ୍ୟାମେରାକୁ ଦେଖିବାମାତ୍ରେ ସେ ପୋଜ ଦିଅନ୍ତି ।


କରୀନା ଏବଂ ସୈଫ ୧୫ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ ଏବଂ ୨୦ ଡିସେମ୍ବର ୨୦୧୬ରେ ତୈମୁରଙ୍କ ଜନ୍ମ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More