Only for Entertainment

ଶୀକାର ସମୟରେ ସଲମାନଙ୍କ ସହିତ ଯାଇନଥିଲେ କରିସ୍ମା,ଏହା ହେଉଛି ପ୍ରକୃତ କାରଣ ।

india today
0 67

୧୯୯୮ରେ ଘଟିଥିବା ମୃଗ ଶୀକାର ମାମଲାରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସଲମାନ ସେହି ସମୟରେ ଯୋଦ୍ଧପୁରରେ ହମ ସାଥ ସାଥ ହୈ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ । ସେଠାରେ ତାଙ୍କ ଉବରେ କଳା ମୃଗକୁ ଶୀକାର କରିଥିବା ଅଭିଯୋଗ ଲାଗିଥିଲା । ଶୀକାର ସମୟରେ ସଲମାନଙ୍କ ସହିତ ନୀଲମ,ତବୁ,ସୋନାଲି ଏବଂ ସୈଫ ଥିଲେ । ସେମାନଙ୍କ ଉପରେ ମଧ୍ୟ ଦୋଷ ଲଗାଯାଇଥିଲା । କିନ୍ତୁ ପ୍ରଶ୍ନ ଉଠୁଛି ଫିଲ୍ମର ହିରୋଇନ କରିସ୍ମା କପୁରଙ୍କ ଉପରେ କୌଣସି ଦୋଷ ଲାଗିନଥିଲା ।

ବାସ୍ତବରେ ସଲମାନଙ୍କ ସହିତ ଶୀକାର କରିବା ପାଇଁ ଜେଲରେ ସୈଫ,ତବୁ,ସୋନାଲି ଏବଂ ନୀଲମ ଯାଇଥିଲେ । କିନ୍ତୁ କରିସ୍ମା ସେମାନଙ୍କ ସହିତ ନଥିଲେ । ଖବର ମୁତାବକ ସେହି ସମୟରେ କରିସ୍ମା ଯୋଦ୍ଧପୁରରେ ନଥିଲେ ।
ସେହି ସମୟରେ କରିସ୍ମା ତାଙ୍କ ବଏଫ୍ରେଣ୍ଡଙ୍କୁ ଦେଖା କରିବା ପାଇଁ ମୁମ୍ବାଇ ଯାଇଥିଲେ । ତେଣୁ ସେ ଶୀକାର ସହିତ ଯଡ଼ିତ ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More