Only for Entertainment

ବିକିନିରେ କରିସ୍ମା ତନ୍ନାଙ୍କ ବୋଲ୍ଡ ଲୁକ ।

52

ଟିଭି ଏବଂ ବଲିଉଡ ଅଭିନେତ୍ରୀ କରିସ୍ମା ତନ୍ନା ତାଙ୍କ ହଟ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପୁଣିଥରେ କରିସ୍ମା ତାଙ୍କ ବୋଲ୍ଡ ଲୁକକୁ ନେଇ ଚର୍ଚ୍ଚାକୁ ଆସି ଯାଇଛନ୍ତି । ବାସ୍ତବରେ କରିସ୍ମାଙ୍କ କିଛି ବୋଲ୍ଡ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ କରିସ୍ମା ବିକିନିରେ ନଜର ଆସିଛନ୍ତି ।

ଏହି ଲାଟେଷ୍ଟ ଫଟୋରେ ସେ ସମସ୍ତଙ୍କୁ ଦିୱାନା କରି ଦେଇଛନ୍ତି । ଏହା ସହିତ ତାଙ୍କ କର୍ଲି ହେୟାର ଏବଂ ବ୍ଲାକ ସେଡସ ଲୁକ ଖୁବ ପର୍ଫେକ୍ଟ ହୋଇଛି । ତେବେ କରିସ୍ମାଙ୍କ ଏହି କିଲର ଲୁକ ଦେଖିବା ପରେ କେହି ମଧ୍ୟ ଦିୱାନା ହୋଇଯିବେ ।

ଫଟୋ ଶେୟାର କରିବା ପରଠାରୁ କେବଳ କମେଂଟ ବର୍ଷା ହେଉଛି କରିସ୍ମାଙ୍କ ପୋଷ୍ଟରେ । ଏହା ପ୍ରଥର ଥର ନୁହେଁ ଯେତେବେଳେ ତାଙ୍କୁ ପସନ୍ଦ କରାଯାଇଛି । ଏହା ପୂର୍ବରୁ ମଧ୍ୟ ତାଙ୍କର ବୋଲ୍ଡ ଏୁକ ଖୁବ ପ୍ରଶଂସା କରିଛନ୍ତି ଫ୍ୟାନ୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More