Only for Entertainment

ମିଆମୀ ବିଚରେ ଏଭଳି ମସ୍ତି କରୁଥିବାର ନଜର ଆସିଲେ ଟିଭିର ‘ନାଗୀନ’ !

38

ଅଭିନେତ୍ରୀ କରୀଶ୍ମା ତନ୍ନା କିଛି ଦିନ ମିଆମୀରେ ହଲିଡେ ଉପଭୋଗ କରୁଛନ୍ତି । ତେବେ ଇନଷ୍ଟାଗ୍ରାମରେ ନିଜ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ମିୟାମୀ ବିଚରେ ମସ୍ତି କରୁଥିବାର ନଜର ଆସିଥିଲେ ।

କରୀଶ୍ମା କଳା ଏବଂ ଧଳା ଡ୍ରେସରେ ଖୁବ ହଟ ନଜର ଆସିଛନ୍ତି । ଫ୍ୟାନ୍ସମାନେ ତାଙ୍କ ଫଟୋକୁ ଖୁବ ପସନ୍ଦ କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ସାଇଟରେ ଖୁବ ଆକ୍ଟିଭ ରୁହନ୍ତି । ସେ ସବୁବେଳେ ନିଜ ଫଟୋ ଫ୍ୟାନ୍ସଙ୍କ ସହ ଶେୟାର କରନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କରୀଶ୍ମା ‘ନାଗୀନ୩’ରେ ରୁହି ଭୂମିକାରେ ନଜର ଆସିଛନ୍ତି । ଏହାବ୍ୟତୀତ ସେ ଷ୍ଟାରପ୍ଲସ ସିରିଅଲ ‘କୟାମତ କି ରାତ’ରେ ନଜର ଆସିଥିଲେ । ଏହି ସିରିଅଲରେ ବିବେକ ଦହିୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More