Only for Entertainment

ସେଲ୍ଫି ପାଇଁ ଭାଷଣ ବନ୍ଦ କଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

jansatta
0 59

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତ ପ୍ରୟାସ ଚଲାଇଛନ୍ତି । ନିର୍ବାଚନ ପ୍ରଚାର ରାହୁଲ ଗାନ୍ଧୀ ମହାରାଣୀ ଆର୍ଟସ କଲେଜ ପହଁଚିଥିଲେ । କିନ୍ତୁ ସେଠାରେ ଭାଷଣ ଦେବା ଅବସରରେ ରାହୁଲଙ୍କ ସହିତ ଅପରି କଛି ହୋଇଥିଲା ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ହସ ଫୁଟି ଉଠିବ ।


କଥାଟି ହେଇଛି ଏପରି କାର୍ଯ୍ୟକ୍ରମ ମଝିରେ ଜଣେ ମୁସଲିମ ଝିଅ ରାହୁଲ ଗାନ୍ଧୀ ଭାଷଣ ଦେବା ବେଳେ ଏକ ସେଲ୍ଫି ପାଇଁ ଡିମାଣ୍ଡ କରିଥିଲେ । ଡିମାଣ୍ଡ କରି ଝିଅଟି କହିଥିଲେ ‘ସାର ଆପଣଙ୍କୁ ଏକ ଅନୁରୋଧ, ମୁଁ ଆପଣଙ୍କ ସହିତ ଏକ ସେଲ୍ଫି ନେବା ପାଇଁ ଚହେଁ । ’ ରାହୁଲ ଏହା ଶୁଣି ତୁରନ୍ତ ମଂଚ ଉପରୁ ତଳକୁ ଆସିଥଲେ ଏବଂ ସେଲ୍ଫି ପାଇଁ ପୋଜ ଦେଇଥିଲେ । ଏହି ସମୟରେ ସମସ୍ତେ ତାଙ୍କ ଫଟୋକୁ କ୍ୟାମେରାରେ କଏଦ କରିଥିଲୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More